ଇବ୍ ନଦୀରେ ଭାସିଗଲେ ୩ ନାବାଳକ
ସୁନ୍ଦରଗଡ଼,୯ା୩: ସୁନ୍ଦରଗଡ଼ ସହର ସେମିନାରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଇବ୍ ନଦୀରେ ଭାସି ଯାଇଛନ୍ତି ୩ ନାବାଳକ। ପରିବାର ସହ ଭୋଜି କରିବାକୁ ଆସି ଏହି ୩ ନାବାଳକ ଚୋରାବାଲିରେ ଫସି ଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। The post ଇବ୍ ନଦୀରେ ଭାସିଗଲେ ୩ ନାବାଳକ appeared first on Dharitri Odia News.
ସୁନ୍ଦରଗଡ଼,୯ା୩: ସୁନ୍ଦରଗଡ଼ ସହର ସେମିନାରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଇବ୍ ନଦୀରେ ଭାସି ଯାଇଛନ୍ତି ୩ ନାବାଳକ। ପରିବାର ସହ ଭୋଜି କରିବାକୁ ଆସି ଏହି ୩ ନାବାଳକ ଚୋରାବାଲିରେ ଫସି ଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି।
The post ଇବ୍ ନଦୀରେ ଭାସିଗଲେ ୩ ନାବାଳକ appeared first on Dharitri Odia News.