ଇରାନର ନାଲିଆଖି

ଆମେରିକାକୁ_ଇରାନର_ନାଲିଆଖି ଭୀଷଣ ହେଉଛି ଇରାନ୍-ଇସ୍ରାଏଲ ଯୁଦ୍ଧ। ଆଟାକ୍-କାଉଣ୍ଟର ଆଟାକ୍ ତୀବ୍ର ହେଉଥିବା ବେଳେ ଆମେରିକାକୁ ଚରମବାଣୀ ଶୁଣାଇଛି ଇରାନ୍। ଇରାନର ସର୍ବୋଚ୍ଚ ନେତା ଅୟତୋଲ୍ଲା ଖାମେନୀ କହିଛନ୍ତି, ଇସ୍ରାଏଲ୍ ହମଲାରେ ସାମିଲ ହେଲେ ଆମେରିକା ଅପୂରଣୀୟ କ୍ଷତି ସହିବ। ଯଦି ଆମେରିକା ଇସଲାମ୍ ଗଣରାଜ୍ୟର ଶତ୍ରୁଙ୍କ ସାଥ ଦିଏ, ତେବେ ଗମ୍ଭୀର ପରିଣାମ ଭୋଗିବ। କୌଣସି ବି ପରିସ୍ଥିତିରେ ଆତ୍ମସମର୍ପଣ କରିବାର ପ୍ରଶ୍ନ ଉଠୁନି ବୋଲି ରୋକଠୋକ ଶୁଣାଇଛନ୍ତି ଖାମେନୀ।

ଇରାନର ନାଲିଆଖି
Array