ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି… ଟୁଥ୍‌ପେଷ୍ଟ: ଟୁଥ୍‌ପେଷ୍ଟ ସାହାଯ୍ୟରେ ଆପଣ ଘରର ସୁଇଚ୍‌କୁ ଚକାଚକ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ଗୋଟିଏ ପୁରୁଣା ଟୁଥ୍‌ବ୍ରଶ୍‌ର ଆବଶକତା ପଡ଼ିଥାଏ। ଟୁଥ୍‌ବ୍ରଶ୍‌ରେ ଅଳ୍ପ ଟୁଥ୍‌ପେଷ୍ଟ ନିଅନ୍ତୁ, ଏବେ ବ୍ରଶ୍‌କୁ ଅପରିଷ୍କାର ହୋଇଥିବା ସ୍ଥାନରେ ଘଷନ୍ତୁ। କିଛି ସମୟ ପେଷ୍ଟକୁ ବୋର୍ଡରେ ଲାଗିବାକୁ ଛାଡ଼ି ଦିଅନ୍ତୁ। ଏହାର କିଛି ସମୟ ପରେ […] The post ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ appeared first on Dharitri Odia News.

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି
ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…
ଟୁଥ୍‌ପେଷ୍ଟ: ଟୁଥ୍‌ପେଷ୍ଟ ସାହାଯ୍ୟରେ ଆପଣ ଘରର ସୁଇଚ୍‌କୁ ଚକାଚକ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ଗୋଟିଏ ପୁରୁଣା ଟୁଥ୍‌ବ୍ରଶ୍‌ର ଆବଶକତା ପଡ଼ିଥାଏ। ଟୁଥ୍‌ବ୍ରଶ୍‌ରେ ଅଳ୍ପ ଟୁଥ୍‌ପେଷ୍ଟ ନିଅନ୍ତୁ, ଏବେ ବ୍ରଶ୍‌କୁ ଅପରିଷ୍କାର ହୋଇଥିବା ସ୍ଥାନରେ ଘଷନ୍ତୁ। କିଛି ସମୟ ପେଷ୍ଟକୁ ବୋର୍ଡରେ ଲାଗିବାକୁ ଛାଡ଼ି ଦିଅନ୍ତୁ। ଏହାର କିଛି ସମୟ ପରେ ଏକ ସଫା ଓ ନରମ କପଡ଼ା ସାହାଯ୍ୟରେ ସୁଇଚ୍‌ ବୋର୍ଡକୁ ପୋଛି ସଫାକରି ଦିଅନ୍ତୁ। ଦେଖିବେ ଏହା କିପରି ପୂର୍ବ ଅପେକ୍ଷା ସଫା ଦେଖାଯାଉଛି।
ନେଲପେଣ୍ଟ ରିମୁଭର: ସୁଇଚ୍‌ ବୋର୍ଡ ସଫା କରିବାକୁ ହେଲେ ଆପଣ ଥିନରର ସହାୟତା ନେଇପାରିବେ। ସାଧାରଣତଃ ଏକ ତୁଳା ସାହାଯ୍ୟରେ ନେଇ କିଛି ଥିନର ସେଥିରେ ପକାଇ ସୁଇଚ୍‌ ବୋର୍ଡକୁ ପୋଛନ୍ତୁ ଦେଖିବେ ସୁଇଚ୍‌ ବୋର୍ଡ ସଫା ଦେଖାଯାଉଛି।
ବେକିଂ ସୋଡ଼ା: ଘରେ ଥିବା ବେକିଂ ସୋଡ଼ା ବି ସୁଇଚ୍‌ ବୋର୍ଡକୁ ସଫା କରିବାରେ ସହଜ ଉପାୟ। ଏଥିପାଇଁ ୧ ଚାମଚ ବେକିଂ ସୋଡ଼ାରେ ଅଳ୍ପ ଶାମ୍ପୋ ପକାଇ ଦିଅନ୍ତୁ। ଏବେ ଏକ କପଡ଼ା ସାହାଯ୍ୟରେ ସୁଇଚ୍‌ ବୋର୍ଡକୁ ସଫା କରନ୍ତୁ ଦେଖିବେ ତାହା କିପରି ସଫା ହୋଇଯାଉଛି।

The post ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ appeared first on Dharitri Odia News.