ଇସ୍କନ ଧରାଇଦେଲା ଦିଦିଙ୍କ ମିଛ

ହାତ ଝାଡ଼ିଦେଲା ଇସ୍କନ । ଧରାଇଦେଲା ଦିଦିଙ୍କ ମିଛ । କହିଲା- ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ କହିବା ପଛରେ ଆମ ଭୂମିକା ଶୂନ୍ । ସବୁ ପଶ୍ଚିମବଙ୍ଗ ସରକାରଙ୍କ ଡିସିସନ୍ ।

ଇସ୍କନ ଧରାଇଦେଲା ଦିଦିଙ୍କ ମିଛ
Array