ଦୁଇ ବର୍ଷ ହେଲା ସରୁନି PMGSY ରାସ୍ତା କାମ

ଅଧପନ୍ତରିଆ ରହିଛି PMGSY ରାସ୍ତା। ୨ ବର୍ଷ ହେଲା ସରୁନି ନିର୍ମାଣ କାମ। ଅଧା କାମ କରି ଧରାଛୁଆଁ ଦେଉନି ଠିକାଦାର। ରାସ୍ତାରେ ପିଚୁର ନାଁ ଗନ୍ଧ ନାହିଁ। ସ୍ଥାନେ ସ୍ଥାନେ ମେଟାଲ୍ ଉଠିଗଲାଣି।