ଇସ୍ତଫା ଦେଲେ ବିଜେଡି ଏମପି ଦେବାଶିଷ ସାମନ୍ତରାୟ
ଭୁବନେଶ୍ୱର,୭।୯: ଇସ୍ତଫା ଦେଲେ ବିଜୁ ଜନତା ଦଳ ଏମପି ଦେବାଶିଷ ସାମନ୍ତରାୟ। FAO ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ ସାମନ୍ତରାୟ। ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା (FAO) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଇସ୍ତଫା ପତ୍ର ପୋଷ୍ଟ କରି ପଦ ଛାଡ଼ିବା ସୂଚନା ଦେଇଛନ୍ତି। ବ୍ୟସ୍ତତା ଓ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଉଛି ବୋଲି FAO ସମ୍ପାଦକଙ୍କୁ ଚିଠିରେ କହିଛନ୍ତି। The post ଇସ୍ତଫା ଦେଲେ ବିଜେଡି ଏମପି ଦେବାଶିଷ ସାମନ୍ତରାୟ appeared first on Dharitri Odia News.
ଭୁବନେଶ୍ୱର,୭।୯: ଇସ୍ତଫା ଦେଲେ ବିଜୁ ଜନତା ଦଳ ଏମପି ଦେବାଶିଷ ସାମନ୍ତରାୟ। FAO ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ ସାମନ୍ତରାୟ। ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା (FAO) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଇସ୍ତଫା ପତ୍ର ପୋଷ୍ଟ କରି ପଦ ଛାଡ଼ିବା ସୂଚନା ଦେଇଛନ୍ତି। ବ୍ୟସ୍ତତା ଓ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଉଛି ବୋଲି FAO ସମ୍ପାଦକଙ୍କୁ ଚିଠିରେ କହିଛନ୍ତି।
The post ଇସ୍ତଫା ଦେଲେ ବିଜେଡି ଏମପି ଦେବାଶିଷ ସାମନ୍ତରାୟ appeared first on Dharitri Odia News.