ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା: କେଦାରନାଥରୁ ଏୟାରଲିଫ୍ଟ ହେଲେ ୫୧ ଜଣ

ଡେରାଡୁନ,୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶରେ ହୋଇଥିବା ପ୍ରବଳ ବର୍ଷା ଏବଂ ବିପର୍ଯ୍ୟୟ ପରିସ୍ଥିତି ଉପରେ ନଜରରେ ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ସମଗ୍ର ପରିସ୍ଥିତି ସମ୍ପର୍କରେ ସୂଚନା ନେଇଛି। ବାୟୁସେନାର ଚିନୁକ ଏମଆଇ ୧୭କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ତିନୋଟି ଟ୍ୟାଙ୍କର୍‌ ଏଟିଏଫ (ଆଭିଏସନ ଟର୍ବାଇନ ଇନ୍ଧନ) ର ସହାୟତା ମଧ୍ୟ ପଠାଯାଇଛି। ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା: କେଦାରନାଥରୁ ଏୟାରଲିଫ୍ଟ ହେଲେ ୫୧ ଜଣ ଡେରାଡୁନ,୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶରେ ହୋଇଥିବା ପ୍ରବଳ […] The post ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା: କେଦାରନାଥରୁ ଏୟାରଲିଫ୍ଟ ହେଲେ ୫୧ ଜଣ appeared first on Dharitri Odia News.

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା: କେଦାରନାଥରୁ ଏୟାରଲିଫ୍ଟ ହେଲେ ୫୧ ଜଣ

ଡେରାଡୁନ,୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶରେ ହୋଇଥିବା ପ୍ରବଳ ବର୍ଷା ଏବଂ ବିପର୍ଯ୍ୟୟ ପରିସ୍ଥିତି ଉପରେ ନଜରରେ ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ସମଗ୍ର ପରିସ୍ଥିତି ସମ୍ପର୍କରେ ସୂଚନା ନେଇଛି। ବାୟୁସେନାର ଚିନୁକ ଏମଆଇ ୧୭କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ତିନୋଟି ଟ୍ୟାଙ୍କର୍‌ ଏଟିଏଫ (ଆଭିଏସନ ଟର୍ବାଇନ ଇନ୍ଧନ) ର ସହାୟତା ମଧ୍ୟ ପଠାଯାଇଛି।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଅନୁରୋଧ କ୍ରମେ ପିଏମଓ ସମସ୍ତ ସାହାଯ୍ୟ ନିଶ୍ଚିତ କରିଛି। ଏହା ସହିତ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କ ସହ ପରିସ୍ଥିତିର ଅପଡେଟ ଜାରି ରଖିଛନ୍ତି। ସେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଘଟଣାସ୍ଥଳରେ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କେଦାରନାଥ ଯାତ୍ରା ମାର୍ଗରେ ଅଟକି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଏସଡିଆରଏଫ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ କରିଥିଲା।

The post ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା: କେଦାରନାଥରୁ ଏୟାରଲିଫ୍ଟ ହେଲେ ୫୧ ଜଣ appeared first on Dharitri Odia News.