ଉଦଘାଟନ ହେଲା ୭୬ ତମ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ

ବରଗଡ଼ (କେନ୍ୟୁଜ) : ଉଦଘାଟନ ହେଲା ୭୬ ତମ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଦୀପ ପ୍ରଜ୍ବଳନ ସହ ଫିତା କାଟି ଉଦଘାଟନ କଲେ ବିଧାୟକ ଓ ସାଂସଦ । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବିଶ୍ବର ସର୍ବବୃହତ ଖୋଳା ରଂଗ ମଞ୍ଚ ରେ ଧନୁଯାତ୍ରା । ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ । ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଙ୍କ ଦ୍ବାରା ହେଲା […] The post ଉଦଘାଟନ ହେଲା ୭୬ ତମ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ appeared first on KNews Odisha.

ଉଦଘାଟନ ହେଲା ୭୬ ତମ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ
dhanu10

ବରଗଡ଼ (କେନ୍ୟୁଜ) : ଉଦଘାଟନ ହେଲା ୭୬ ତମ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଦୀପ ପ୍ରଜ୍ବଳନ ସହ ଫିତା କାଟି ଉଦଘାଟନ କଲେ ବିଧାୟକ ଓ ସାଂସଦ । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବିଶ୍ବର ସର୍ବବୃହତ ଖୋଳା ରଂଗ ମଞ୍ଚ ରେ ଧନୁଯାତ୍ରା । ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ । ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଙ୍କ ଦ୍ବାରା ହେଲା ଉଦ୍ଦଘାଟନ । ଆଜି ଠାରୁ ୧୧ ଦିନ ଧରି ବରଗଡ଼ ସହର ପାଲଟିଲା ମଥୁରା ନଗରୀ । ମହାରାଜା କଂସ ଙ୍କ ଚାଲିବ ରାଜୁତି । ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ , ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମୀନା ଉପସ୍ଥିତ ।

The post ଉଦଘାଟନ ହେଲା ୭୬ ତମ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ appeared first on KNews Odisha.