ଉନ୍ମୋଚିତ ହେଲା ଅନୁଭବ ମହାନ୍ତିଙ୍କ ବାୟୋଗ୍ରାଫି

ଭୁବନେଶ୍ଵର: ଉନ୍ମୋଚିତ ହେଲା ରାଜନେତା ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବାୟୋଗ୍ରାଫି। ବହିର ମୂଳ ଲେଖକ ଜାଗୃତି ଶୁକ୍ଳାଙ୍କ ଉପସ୍ଥିତରେ ହେଲା ବୁକ୍ ଲଞ୍ଚ। ଓଡ଼ିଆରେ ଅନୁବାଦ କରିଛନ୍ତି ମାନସ ପଢ଼ିଆରୀ। ବୁକ୍ ଲଞ୍ଚ ବେଳେ ଓଡ଼ିଆ ସିନେମାର  କୁନା ତ୍ରିପାଠୀ, ମନ୍ମଥ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ବୁଦ୍ଧାଦିତ୍ୟ ଙ୍କ ଭଳି ଭେଟରାନ ଅଭିନେତା, ସଙ୍ଗୀତଜ୍ଞ ଉପସ୍ଥିତ ଥିଲେ। ବହିରେ ରହିଛି ତାଙ୍କ ଜନ୍ମ, ବାଲ୍ୟ ଜୀବନ, ଶିକ୍ଷା, ବାଲ୍ୟ ଜୀବନ, ରାଜନୀତି,  ସିନେମା ଓ ସିନେମା ସମୟରେ ଘଟଣା ଦୁର୍ଘଟଣା ଭଳି ଅନେକ ରୋଚକ କଥା  କାହାଣୀ। ବହିରେ ରହିଛି ଅନେକ ଫିଲ୍ମ ପୋଷ୍ଟରର ଚିତ୍ର।