ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼
ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬, ମାଲକାନଗିରି ଓ କେନ୍ଦୁଝରରେ ୩୫, ଭବାନୀପାଟଣାରେ ୩୪.୪, ଭୁବନେଶ୍ୱରରେ ୩୩.୮, ଜଗତସିଂହପୁରରେ ୩୩.୪, ଅନୁଗୋଳ,ଟିଟଲାଗଡ଼ ଓ ବୌଦ୍ଧରେ ୩୩ ଡିଗ୍ରୀ ଥିବା ବେଳେ କଟକରେ ୩୨.୬ ଡିଗ୍ରୀ ରହିଛି। ଅନ୍ୟପକ୍ଷରେ ମେ’ ୧ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତ ହେବ ନାହିଁ। ମେ’ ୨ରୁ ୪ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ […] The post ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼ appeared first on Dharitri Odia News.
ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬, ମାଲକାନଗିରି ଓ କେନ୍ଦୁଝରରେ ୩୫, ଭବାନୀପାଟଣାରେ ୩୪.୪, ଭୁବନେଶ୍ୱରରେ ୩୩.୮, ଜଗତସିଂହପୁରରେ ୩୩.୪, ଅନୁଗୋଳ,ଟିଟଲାଗଡ଼ ଓ ବୌଦ୍ଧରେ ୩୩ ଡିଗ୍ରୀ ଥିବା ବେଳେ କଟକରେ ୩୨.୬ ଡିଗ୍ରୀ ରହିଛି।
ଅନ୍ୟପକ୍ଷରେ ମେ’ ୧ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତ ହେବ ନାହିଁ। ମେ’ ୨ରୁ ୪ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସାମୁଦ୍ରିକ ଝଡ଼ର ପ୍ରଭାବ ରହିବ। ଯାହା ପ୍ରଭାବରେ ଉପକୂଳରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବା ସହ ଆର୍ଦ୍ରତା ପ୍ରଭାବରେ ଗୁଳୁଗୁଳି ହେବ।
ଆଜି ୧୦ଟି ଜିଲା ଯଥା କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୋଳ, କଟକକୁ ଅତ୍ୟଧିକ ଗରମ ପାଇଁ ରେଡ୍ ଓ୍ବାର୍ନିଂ ଜାରି କରିଛି ପାଣିପାଗ ବିଭାଗ।
The post ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼ appeared first on Dharitri Odia News.