ଉପବାଚସ୍ପତିଙ୍କ ନାଁ ଘୋଷଣା କଲା ଭାଜପା
ଭୁବନେଶ୍ୱର,୨୩।୭: ଉପବାଚସ୍ପତି ପଦ ପାଇଁ ମଙ୍ଗଳବାର ନାଁ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ସୁନ୍ଦରଗଡ ଜିଲା ତଳସରା ବିଧାୟକ ଭବାନୀ ଭୋଇ ଉପବାଚସ୍ପତି ହେବେ ବୋଲି ଘୋଷଣା କରାଯାଇଛି। ଜୁଲାଇ ୨୪ ତାରିଖରେ ଉପ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ବିଜେଡି ଏପର୍ଯ୍ୟନ୍ତ ଉପବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ଯଦି ବିଜେଡି ପ୍ରାର୍ଥୀ ଘୋଷଣା ନ କରେ ତେବେ ଭବାନୀ ନିର୍ଦ୍ୱନ୍ଦରେ ଉପବାଚସ୍ପତି ନିର୍ବାଚିତ ହେବେ। ଭବାନୀ ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ […] The post ଉପବାଚସ୍ପତିଙ୍କ ନାଁ ଘୋଷଣା କଲା ଭାଜପା appeared first on Dharitri Odia News.
ଭୁବନେଶ୍ୱର,୨୩।୭: ଉପବାଚସ୍ପତି ପଦ ପାଇଁ ମଙ୍ଗଳବାର ନାଁ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ସୁନ୍ଦରଗଡ ଜିଲା ତଳସରା ବିଧାୟକ ଭବାନୀ ଭୋଇ ଉପବାଚସ୍ପତି ହେବେ ବୋଲି ଘୋଷଣା କରାଯାଇଛି। ଜୁଲାଇ ୨୪ ତାରିଖରେ ଉପ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ବିଜେଡି ଏପର୍ଯ୍ୟନ୍ତ ଉପବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ଯଦି ବିଜେଡି ପ୍ରାର୍ଥୀ ଘୋଷଣା ନ କରେ ତେବେ ଭବାନୀ ନିର୍ଦ୍ୱନ୍ଦରେ ଉପବାଚସ୍ପତି ନିର୍ବାଚିତ ହେବେ।
ଭବାନୀ ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ଭାଜପା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।
The post ଉପବାଚସ୍ପତିଙ୍କ ନାଁ ଘୋଷଣା କଲା ଭାଜପା appeared first on Dharitri Odia News.