ଉପରେ ତରଭୁଜ ଭିତରେ ଥିଲା ଧଳା ବସ୍ତା , ଯାହାକୁ ଟେକି ଟେକି ଥକି ପଡିଲା ପୋଲିସ...ମାଷ୍ଟର ମାଇଣ୍ଡ ହୋମଗାର୍ଡ ଗିରଫ

ଜବତ ଟ୍ରକକୁ ତଡିପାର କରାଇବାରେ ସାରଥୀ ସାଜିଥିଲେ ଜଣେ ପୋଲିସ ହୋମଗାର୍ଡ। ଟଙ୍କା ନେଇ କଢ଼ାଉଥିଲେ ବାଟ। ଫୋନ ଯୋଗେ ମାଫିଆଙ୍କୁ ଦେଉଥିଲେ ପୋଲିସ ଗତିବିଧିର ଆଗୁଆ ସୂଚନା। ହେଲେ ବୌଦ୍ଧ ଏସପିଙ୍କ ଜିରୋ ଟଲରେନ୍ସ ନୀତି ଆଗରେ କାମ କଲାନାହିଁ ଗଞ୍ଜ