ଉଭୟ ପକ୍ଷଙ୍କୁ ମିଳିଲା ଏଏସ୍ଆଇ ସର୍ଭେ ରିପୋର୍ଟ
ବାରାଣସୀ,୨୭।୧: ପୂର୍ବରୁ ଥିବା ମନ୍ଦିରର ଭଗ୍ନାବଶେଷ ଉପରେ ଜ୍ଞାନବାପି ମସ୍ଜିଦ ନିର୍ମାଣ ହୋଇଥିବା ଏଏସ୍ଆଇ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁଶଙ୍କର ଜୈନ ଏହା କହିିଛନ୍ତି। ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଦାଖଲ କରିଥିବା ୮୩୭ ପୃଷ୍ଠାର ରିପୋର୍ଟକୁ ଉଭୟ ପକ୍ଷଙ୍କୁ ପ୍ରଦାନ କରାଯାଇଛି। ଅତୀତର ମନ୍ଦିରକୁ ଭଙ୍ଗାଯାଇ ମସ୍ଜିଦ ନିର୍ମାଣ କରାଯାଇଥିଲା ବୋଲି ରିପୋର୍ଟରୁ ସ୍ପଷ୍ଟ ହୋଇଛି। ବର୍ତ୍ତମାନର ମସ୍ଜିଦ ସ୍ଥାନରେ ପୂର୍ବରୁ ମନ୍ଦିର ଥିବାର ଯଥେଷ୍ଟ ପ୍ରମାଣ ମିଳିିଛି। କାଶୀ […] The post ଉଭୟ ପକ୍ଷଙ୍କୁ ମିଳିଲା ଏଏସ୍ଆଇ ସର୍ଭେ ରିପୋର୍ଟ appeared first on Dharitri Odia News.
ବାରାଣସୀ,୨୭।୧: ପୂର୍ବରୁ ଥିବା ମନ୍ଦିରର ଭଗ୍ନାବଶେଷ ଉପରେ ଜ୍ଞାନବାପି ମସ୍ଜିଦ ନିର୍ମାଣ ହୋଇଥିବା ଏଏସ୍ଆଇ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁଶଙ୍କର ଜୈନ ଏହା କହିିଛନ୍ତି। ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଦାଖଲ କରିଥିବା ୮୩୭ ପୃଷ୍ଠାର ରିପୋର୍ଟକୁ ଉଭୟ ପକ୍ଷଙ୍କୁ ପ୍ରଦାନ କରାଯାଇଛି।
ଅତୀତର ମନ୍ଦିରକୁ ଭଙ୍ଗାଯାଇ ମସ୍ଜିଦ ନିର୍ମାଣ କରାଯାଇଥିଲା ବୋଲି ରିପୋର୍ଟରୁ ସ୍ପଷ୍ଟ ହୋଇଛି। ବର୍ତ୍ତମାନର ମସ୍ଜିଦ ସ୍ଥାନରେ ପୂର୍ବରୁ ମନ୍ଦିର ଥିବାର ଯଥେଷ୍ଟ ପ୍ରମାଣ ମିଳିିଛି। କାଶୀ ବିଶ୍ୱନାଥ ମନ୍ଦିରକୁ ଲାଗି ରହିଥିବା ଜ୍ଞାନବାପି ମସ୍ଜିଦର ସର୍ଭେ ରିପୋର୍ଟ ପାଇବା ପାଇଁ ଉଭୟ ହିନ୍ଦୁ ଓ ମୁସଲମାନ ପକ୍ଷରୁ ୧୧ ଜଣ କୋର୍ଟରେ ଆବେଦନ କରିଥିଲେ।
The post ଉଭୟ ପକ୍ଷଙ୍କୁ ମିଳିଲା ଏଏସ୍ଆଇ ସର୍ଭେ ରିପୋର୍ଟ appeared first on Dharitri Odia News.