ଉମା ଶଙ୍କର ବେହେରା ହେଲେ ଭଞ୍ଜନଗର ଉପ ଜିଲାପାଳ

ଭଞ୍ଜନଗର,୧୪।୨(ବାବୁଲା ପ୍ରଧାନ): ଭଞ୍ଜନଗର ତହସିଲଦାର ଉମା ଶଙ୍କର ବେହେରା ପ୍ରମୋଶନ ପାଇ ଭଞ୍ଜନଗର ଉପ ଜିଲାପାଳ ଭାବେ ନିଯୁକ୍ତି ପାଇଛନ୍ତି। ଏ ନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୁର୍ବରୁ ଏଠାରେ ଥିବା ଉପ ଜିଲାପାଳ ଅନୀଲ କୁମାର ସେଠୀଙ୍କୁ କିଛିଦିନ ପୂର୍ବେ ଭୁବନେଶ୍ୱର ବଦଳି କରାଯାଇଥିଲା। ଫଳରେ ବେହେରା ଭାରପ୍ରାପ୍ତ ଉପ ଜିଲାପାଳ ଦାୟିତ୍ୱରେ ଥିଲେ। ଶୁକ୍ରବାର ଉପ ଜିଲାପାଳ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଖବର ଜଣାପଡିବା ପରେ ଉପଖଣ୍ଡର ବହୁ ଅଧିକାରୀ […] The post ଉମା ଶଙ୍କର ବେହେରା ହେଲେ ଭଞ୍ଜନଗର ଉପ ଜିଲାପାଳ appeared first on Dharitri Odia News.

ଉମା ଶଙ୍କର ବେହେରା ହେଲେ ଭଞ୍ଜନଗର ଉପ ଜିଲାପାଳ

ଭଞ୍ଜନଗର,୧୪।୨(ବାବୁଲା ପ୍ରଧାନ): ଭଞ୍ଜନଗର ତହସିଲଦାର ଉମା ଶଙ୍କର ବେହେରା ପ୍ରମୋଶନ ପାଇ ଭଞ୍ଜନଗର ଉପ ଜିଲାପାଳ ଭାବେ ନିଯୁକ୍ତି ପାଇଛନ୍ତି। ଏ ନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୁର୍ବରୁ ଏଠାରେ ଥିବା ଉପ ଜିଲାପାଳ ଅନୀଲ କୁମାର ସେଠୀଙ୍କୁ କିଛିଦିନ ପୂର୍ବେ ଭୁବନେଶ୍ୱର ବଦଳି କରାଯାଇଥିଲା। ଫଳରେ ବେହେରା ଭାରପ୍ରାପ୍ତ ଉପ ଜିଲାପାଳ ଦାୟିତ୍ୱରେ ଥିଲେ। ଶୁକ୍ରବାର ଉପ ଜିଲାପାଳ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଖବର ଜଣାପଡିବା ପରେ ଉପଖଣ୍ଡର ବହୁ ଅଧିକାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

The post ଉମା ଶଙ୍କର ବେହେରା ହେଲେ ଭଞ୍ଜନଗର ଉପ ଜିଲାପାଳ appeared first on Dharitri Odia News.