ଉଲ୍ଲଂଘନ ହେଉଛି ନିର୍ବାଚନ ଆଦର୍ଶ ଆଚରଣ ବିଧି

ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ 4 ଦିନ ବିତିଲାଣି। ରାଜଧାନୀ ଭୁବନେଶ୍ବର ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହଟିପାରୁନି ହୋର୍ଡିଂ।

ଉଲ୍ଲଂଘନ ହେଉଛି ନିର୍ବାଚନ ଆଦର୍ଶ ଆଚରଣ ବିଧି

ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ 4 ଦିନ ବିତିଲାଣି। ରାଜଧାନୀ ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହଟିପାରୁନି ହୋର୍ଡିଂ। ପୁରୀରେ ଝୁଲୁଛି ମାଳ ମାଳ ଦଳୀୟ ହୋର୍ଡିଂ ଓ ସରକାରୀ ପ୍ରଚାର ବ୍ୟାନର। ଏହା ହେଉଛି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଉ ଏହାର ପାଚେରୀରେ ଲାଗିଛି ନବୀନଙ୍କ ଫଟୋଥିବା ସରକାରୀ ବ୍ୟାନର। ଏହାକୁ କାଢ଼ିବା ବଦଳରେ କେବଳ ତାକୁ ଏକ କପଡାରେ କଭର କରି ଦାୟିତ୍ୱ ଖସାଇ ଦେଇଛି ପ୍ରଶାସନ। ସେହିଭଳି ପାତରଅନ୍ତର ଅଭିଯୋଗ ଆଣିଲେ ବିରୋଧୀ। ଦେଖନ୍ତୁ ପୂରା ରିପୋର୍ଟ।