ଦୁଇ ଦିନ ଭିତରେ ସମସ୍ୟାର ସମାଧାନ ହୋଇଯିବ, ଚାହିଦା ଅନୁସାରେ ୭ଦିନର ଆଳୁ ମହଜୁଦ ଅଛି : ଖାଦ୍ୟଯୋଗାଣ ମନ୍ତ୍ରୀ

ଭୁବନେଶ୍ବର ୨୬।୭: ଆଳୁ ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚିଠି ଲେଖିବା ପ୍ରସଙ୍ଗକୁ କଡ଼ା ଭାଷାରେ ସମାଲୋଚନା କଲେ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଚିଠି ଲେଖି ଶସ୍ତା ରାଜନୀତି କରନ୍ତୁ ନାହିଁ । ୨୪ ବର୍ଷ ହେଲା ଶୀତଳ ଭଣ୍ଡାର କଲେ ନାହିଁ । ଆଳୁ ମିଶନ, ପିଆଜ ମିଶନ ଫେଲ । ଚିଠି ଲେଖିଲେ ସମସ୍ୟାର ସମାଧାନ ହୁଏ ନାହିଁ । ପଶ୍ଚିମବଙ୍ଗ ଅଧିକାରୀଙ୍କ ସହ କଥା ହୋଇଛନ୍ତି ଓଡ଼ିଶା ସରକାର । ପଶ୍ଚିମବଙ୍ଗରେ ୨୧ରେ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଥିଲା, ୨୪ରେ ସରି ଯାଇଛି । ଦିନେ ଦୁଇ ଦିନ ଭିତରେ ଆଳୁ ଗାଡ଼ି ଆସିବା ଆରମ୍ଭ ହୋଇଯିବ । ଦୁଇ ଦିନ ଭିତରେ ସମସ୍ୟାର ସମାଧାନ ହୋଇଯିବ । ରାଜ୍ୟର ଚାହିଦା ଅନୁସାରେ ୭ ଦିନର ଆଳୁ ମହଜୁଦ ଅଛି ।You Can Read:ଦୂରଦୃଷ୍ଟିର ବିହୀନ ବଜେଟ୍, ରୋଜଗାର ପାଇଁ ରୋଡ୍ ମ୍ୟାପ୍ ଦେବନି ଏହି ବଜେଟ୍ : ବିଜେଡି

ଦୁଇ ଦିନ ଭିତରେ ସମସ୍ୟାର ସମାଧାନ ହୋଇଯିବ, ଚାହିଦା ଅନୁସାରେ ୭ଦିନର ଆଳୁ ମହଜୁଦ ଅଛି : ଖାଦ୍ୟଯୋଗାଣ ମନ୍ତ୍ରୀ

ଭୁବନେଶ୍ବର ୨୬: ଆଳୁ ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚିଠି ଲେଖିବା ପ୍ରସଙ୍ଗକୁ କଡ଼ା ଭାଷାରେ ସମାଲୋଚନା କଲେ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଚିଠି ଲେଖି ଶସ୍ତା ରାଜନୀତି କରନ୍ତୁ ନାହିଁ । ୨୪ ବର୍ଷ ହେଲା ଶୀତଳ ଭଣ୍ଡାର କଲେ ନାହିଁ । ଆଳୁ ମିଶନ, ପିଆଜ ମିଶନ ଫେଲ । ଚିଠି ଲେଖିଲେ ସମସ୍ୟାର ସମାଧାନ ହୁଏ ନାହିଁ । 

ପଶ୍ଚିମବଙ୍ଗ ଅଧିକାରୀଙ୍କ ସହ କଥା ହୋଇଛନ୍ତି ଓଡ଼ିଶା ସରକାର । ପଶ୍ଚିମବଙ୍ଗରେ ୨୧ରେ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଥିଲା, ୨୪ରେ ସରି ଯାଇଛି । ଦିନେ ଦୁଇ ଦିନ ଭିତରେ ଆଳୁ ଗାଡ଼ି ଆସିବା ଆରମ୍ଭ ହୋଇଯିବ । ଦୁଇ ଦିନ ଭିତରେ ସମସ୍ୟାର ସମାଧାନ ହୋଇଯିବ । ରାଜ୍ୟର ଚାହିଦା ଅନୁସାରେ ୭ ଦିନର ଆଳୁ ମହଜୁଦ ଅଛି ।

You Can Read:

ଦୂରଦୃଷ୍ଟିର ବିହୀନ ବଜେଟ୍, ରୋଜଗାର ପାଇଁ ରୋଡ୍ ମ୍ୟାପ୍ ଦେବନି ଏହି ବଜେଟ୍ : ବିଜେଡି