ଏଇଟା ହେବ ମୁଖ୍ୟମନ୍ତ୍ରୀ ନିବାସ !

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଥିବା ସରକାରୀ କ୍ବାର୍ଟର୍ସକୁ ଆସିବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏଇଟା ହେବ ମୁଖ୍ୟମନ୍ତ୍ରୀ ନିବାସ !

ଜୋରସୋରରେ ଆଗେଇ ଚାଲିଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନ ନିର୍ମାଣ କାର୍ଯ୍ୟ। ଦେଖନ୍ତୁ ପୂରା ରିପୋର୍ଟ।