ଏଏଫ୍’ର ଆକର୍ଷଣୀୟ ସ୍ଥାୟୀ ଜମା ଅଫର
ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଡିଜିଟାଲ ଫାଇନାନ୍ସ ପ୍ଲାଟଫର୍ମ ଏୟାରଟେଲ ଫାଇନାନ୍ସ (ଏଏଫ୍) ର ବହୁ ପ୍ରତୀକ୍ଷିତ ସ୍ଥାୟୀ ଜମା ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ସ୍ଥାୟୀଜମା ଆକର୍ଷଣୀୟ ୯.୧% ବାର୍ଷିକ ସୁଧ ହାରରୁ ଆରମ୍ଭ ହୋଇଛି। ଏୟାରଟେଲ ଫାଇନାନ୍ସର ବଜାର ସ୍ଥାନ ଏହା ସହିତ ଏହି ଜମା ଉପରେ ସୁନିଶ୍ଚିତ ଅର୍ଥ ଫେରସ୍ତ ତଥା ସ୍ଥାୟୀ ରୋଜଗାର ପୁଞ୍ଜି ଲଗାଣ ୟନ ସହିତ ଡିଜିଟାଲ […] The post ଏଏଫ୍’ର ଆକର୍ଷଣୀୟ ସ୍ଥାୟୀ ଜମା ଅଫର appeared first on Dharitri Odia News.
ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଡିଜିଟାଲ ଫାଇନାନ୍ସ ପ୍ଲାଟଫର୍ମ ଏୟାରଟେଲ ଫାଇନାନ୍ସ (ଏଏଫ୍) ର ବହୁ ପ୍ରତୀକ୍ଷିତ ସ୍ଥାୟୀ ଜମା ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ସ୍ଥାୟୀଜମା ଆକର୍ଷଣୀୟ ୯.୧% ବାର୍ଷିକ ସୁଧ ହାରରୁ ଆରମ୍ଭ ହୋଇଛି। ଏୟାରଟେଲ ଫାଇନାନ୍ସର ବଜାର ସ୍ଥାନ ଏହା ସହିତ ଏହି ଜମା ଉପରେ ସୁନିଶ୍ଚିତ ଅର୍ଥ ଫେରସ୍ତ ତଥା ସ୍ଥାୟୀ ରୋଜଗାର ପୁଞ୍ଜି ଲଗାଣ ୟନ ସହିତ ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ ରହିଛି,ଯାହାକି ଏୟାରଟେଲର ଥ୍ୟାକ୍ସ ଆପ୍ ଗଠନ ପ୍ରଣାଳୀକୁ ସର୍ବୋତ୍କୃଷ୍ଟ କରିବାରେ ସହାୟ ହୋଇପାରିବ। ସେହିଭଳି ବ୍ୟକ୍ତିଗତ ଋଣ,ଏୟାରଟେଲ ଆକ୍ସିସ ବ୍ୟାଙ୍କ କୋ-ବ୍ରାଣ୍ଡ କ୍ରେଡ଼ିଟ୍ କାର୍ଡ଼,ଏୟାରଟେଲ ବଜାଜ ଫିନସର୍ଭ ଇନଷ୍ଟା ଇଏମଆଇ କାର୍ଡ଼,କ୍ରେଡ଼ିଟ୍ କାର୍ଡ଼ ମାର୍କେଟପ୍ଲେସ ତଥା ସ୍ବର୍ଣ୍ଣ ଋଣ ଇତ୍ୟାଦିକୁ ଏହା ସୁଦୃଢ଼ ପୋର୍ଟଫୋଲିଓ ପ୍ରଦାନ କରିବ।
ଉଲ୍ଲେଖଯୋଗ୍ୟ,ଭାରତର ପ୍ରମୁଖ ଘରୋଇ ଟେଲି ଯୋଗାଯୋଗ ସେବା ପ୍ରଦାନକାରୀ ଭାରତୀ ଏୟାରଟେଲ ବା ଏୟାରଟେଲ ଆଜି ଏୟାରଟେଲ ଫାଇନାନ୍ସ ଡିଜିଟାଲ ଆର୍ମ ଅଧୀନରେ ଏକ ସ୍ଥାୟୀ ଜମା ମାର୍କେଟ ପ୍ଲେସ ଘୋଷଣା କରିଛି।
ଏ ସମ୍ପର୍କରେ ଏୟାରଟେଲ ଫାଇନାନ୍ସର ସିବିଓ ଆନସୁଲ କ୍ଷେତ୍ରପାଲ କହିଥିଲେ, ଆମେ ଆମର ଆକର୍ଷଣୀୟ ସ୍ଥାୟୀ ଜମା ଅଫରର ଶୁଭାରମ୍ଭ କରି ବେଶ ଉତ୍ସାହିତ ଅଛୁ। ଏପରିକି ଅତି ସୁସଙ୍ଗ ଭାବେ ଏହିଭଳି କିଛି ଗ୍ରାହକକୈନ୍ଦ୍ରିକ ନବୀକରଣୀୟ ଅଫର ପ୍ରଦାନ କରୁଛୁ,ଯାହା ମଧ୍ୟରେ ସ୍ଥାୟୀ ଜମାର ଏକ ଆକର୍ଷଣୀୟ ଅଫର ସାମିଲ ରହିଛି।
The post ଏଏଫ୍’ର ଆକର୍ଷଣୀୟ ସ୍ଥାୟୀ ଜମା ଅଫର appeared first on Dharitri Odia News.