ଏକ ତରଫା ପ୍ରେମର କରୁଣ ପରିଣତି: ହୋଟେଲ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା!
ଭୁବନେଶ୍ୱରର,୧୫।୧୨: ଏକପାଖିଆ ପ୍ରେମରୁ ଗଲା ଜୀବନ। ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକ ଓୟୋ ହୋଟେଲ ଛାତରୁ ଡେଇଁପଡି ନିଜ ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ଯୁବକ ନୟାଗଡ ଜିଲାର ଦୀପକ ନାୟକ ବୋଲି ଜଣାପଡିଛି। ଖବର ଅନୁଯାୟୀ ଦୀପକ ଜଣେ ନୃତ୍ୟଶିଳ୍ପୀଙ୍କ ସହ ଏକପାଖିଆ ପ୍ରେମରେ ପଡ଼ିଥିଲେ। କିନ୍ତୁ ନୃତ୍ୟଶିଳ୍ପୀ ଜଣକ ପ୍ରେମକୁ ପ୍ରତ୍ୟାଖାନ କରିଥିଲେ, ଯାହା ହୁଏତ ତାଙ୍କୁ ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଥାଇପାରେ। ଘଟଣା ବିଷୟରେ ସୂଚନା ପାଇ ଭରତପୁର ପୋଲିସ […] The post ଏକ ତରଫା ପ୍ରେମର କରୁଣ ପରିଣତି: ହୋଟେଲ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା! appeared first on Dharitri Odia News.
ଭୁବନେଶ୍ୱରର,୧୫।୧୨: ଏକପାଖିଆ ପ୍ରେମରୁ ଗଲା ଜୀବନ। ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକ ଓୟୋ ହୋଟେଲ ଛାତରୁ ଡେଇଁପଡି ନିଜ ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ଯୁବକ ନୟାଗଡ ଜିଲାର ଦୀପକ ନାୟକ ବୋଲି ଜଣାପଡିଛି।
ଖବର ଅନୁଯାୟୀ ଦୀପକ ଜଣେ ନୃତ୍ୟଶିଳ୍ପୀଙ୍କ ସହ ଏକପାଖିଆ ପ୍ରେମରେ ପଡ଼ିଥିଲେ। କିନ୍ତୁ ନୃତ୍ୟଶିଳ୍ପୀ ଜଣକ ପ୍ରେମକୁ ପ୍ରତ୍ୟାଖାନ କରିଥିଲେ, ଯାହା ହୁଏତ ତାଙ୍କୁ ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଥାଇପାରେ। ଘଟଣା ବିଷୟରେ ସୂଚନା ପାଇ ଭରତପୁର ପୋଲିସ ମୃତଦେହ ଜବତ କରିଛି ଏବଂ ତଦନ୍ତ ଆରମ୍ଭ କରିଛି।
The post ଏକ ତରଫା ପ୍ରେମର କରୁଣ ପରିଣତି: ହୋଟେଲ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା! appeared first on Dharitri Odia News.