ଏକ୍ଜିଟ୍ ପୋଲ ରିପୋର୍ଟ: ପୁରୀରୁ ଜିତିବେ କି ସମ଼୍ବିତ୍ ପାତ୍ର ?
ଭୁବନେଶ଼୍ବର,୨।୬: ଲୋକସଭା ନିର୍ବାଚନକୁ ନେଇ ବିଭିନ୍ନ ଏଜେନ୍ସି ଜାରି କରିଥିବା ଏକଜିଟ୍ ପୋଲରୁ ପୁରୀକୁ ନେଇ ବଡ଼ ସଙ୍କେତ ମିଳିଛି। ପୁରୀ ଲୋକସବା ସିଟ୍ରୁ ନିର୍ବାଚନ ଲଢ଼ୁଥିବା ବିଜେପି ନେତା ସମ଼୍ବିତ ପାତ୍ରଙ୍କ ସପକ୍ଷରେ ଏହି ପୋଲ ମତ ଯାଇଛି। ଇଣ୍ଡିଆ ଟୁଡେର ଏକ୍ସିସ ଇଣ୍ଡିଆ ଅନୁସାରେ, ସମ଼୍ବିତ ପୁରୀରୁ ନିର୍ବାଚନ ଜିତି ପାରନ୍ତି। ଫଳରେ ୧୫ ବର୍ଷ ଧରି ବିଜେଡି ଦଖଲ କରିଥିବା ଏହି ଆସନ ହରାଇ ପାରେ। ଏହି ଲୋକସଭା ଆସନ ପାଇଁ ୩ […] The post ଏକ୍ଜିଟ୍ ପୋଲ ରିପୋର୍ଟ: ପୁରୀରୁ ଜିତିବେ କି ସମ଼୍ବିତ୍ ପାତ୍ର ? appeared first on Dharitri Odia News.
ଭୁବନେଶ଼୍ବର,୨।୬: ଲୋକସଭା ନିର୍ବାଚନକୁ ନେଇ ବିଭିନ୍ନ ଏଜେନ୍ସି ଜାରି କରିଥିବା ଏକଜିଟ୍ ପୋଲରୁ ପୁରୀକୁ ନେଇ ବଡ଼ ସଙ୍କେତ ମିଳିଛି। ପୁରୀ ଲୋକସବା ସିଟ୍ରୁ ନିର୍ବାଚନ ଲଢ଼ୁଥିବା ବିଜେପି ନେତା ସମ଼୍ବିତ ପାତ୍ରଙ୍କ ସପକ୍ଷରେ ଏହି ପୋଲ ମତ ଯାଇଛି। ଇଣ୍ଡିଆ ଟୁଡେର ଏକ୍ସିସ ଇଣ୍ଡିଆ ଅନୁସାରେ, ସମ଼୍ବିତ ପୁରୀରୁ ନିର୍ବାଚନ ଜିତି ପାରନ୍ତି। ଫଳରେ ୧୫ ବର୍ଷ ଧରି ବିଜେଡି ଦଖଲ କରିଥିବା ଏହି ଆସନ ହରାଇ ପାରେ।
ଏହି ଲୋକସଭା ଆସନ ପାଇଁ ୩ ଦଳ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଥିଲା। ଏଥିରେ ସମ଼୍ବିତଙ୍କ ପଲା ଭାରି ରହୁଥିବା ଜଣାପଡ଼ୁଛି। କୁହାଯାଉଛି ଯେ ପ୍ରଚାର ମଇଦାନରେ ସମ଼୍ବିତ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଏବଂ କଂଗ୍ରେସର ଜୟ ନାରାୟଣ ପଟ୍ଟନାୟକଙ୍କୁ କଡ଼ା ଟକ୍କର ଦେଇଛନ୍ତି। ତେବେ ଏକ୍ଜିଟ୍ ପୋଲ ଅନୁସାରେ ସମ଼୍ବିତ ଏହି ଆସନ ଜିତି ଲୋକସଭା ଯାଇପାରନ୍ତି।
The post ଏକ୍ଜିଟ୍ ପୋଲ ରିପୋର୍ଟ: ପୁରୀରୁ ଜିତିବେ କି ସମ଼୍ବିତ୍ ପାତ୍ର ? appeared first on Dharitri Odia News.