ଏଣିକି ସ୍ବତନ୍ତ୍ର ଚେୟାରରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଦିବ୍ୟାଙ୍ଗ

ପୁରୀ,୨୯।୨: ଏଣିକି ସ୍ବତନ୍ତ୍ର ଚେୟାରରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଦିବ୍ୟାଙ୍ଗ । ଏନେଇ ସ୍ବତନ୍ତ୍ର ଚେୟାର ବ୍ୟବସ୍ଥା କରାଯାଇଛି। ଅନଲାଇନ୍‌ ମାଧ୍ୟରେ ୨୦ ଜଣଙ୍କୁ ଏହି ସୁବିଧା ମିଳିବ। ଆସନ୍ତା ମାର୍ଚ୍ଚ ୮ ତାରିଖରୁ ଏହି ବ୍ୟବସ୍ଥା ଆରମ୍ଭ ହେବ। The post ଏଣିକି ସ୍ବତନ୍ତ୍ର ଚେୟାରରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଦିବ୍ୟାଙ୍ଗ appeared first on Dharitri Odia News.

ଏଣିକି ସ୍ବତନ୍ତ୍ର ଚେୟାରରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଦିବ୍ୟାଙ୍ଗ

ପୁରୀ,୨୯।୨: ଏଣିକି ସ୍ବତନ୍ତ୍ର ଚେୟାରରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଦିବ୍ୟାଙ୍ଗ । ଏନେଇ ସ୍ବତନ୍ତ୍ର ଚେୟାର ବ୍ୟବସ୍ଥା କରାଯାଇଛି। ଅନଲାଇନ୍‌ ମାଧ୍ୟରେ ୨୦ ଜଣଙ୍କୁ ଏହି ସୁବିଧା ମିଳିବ। ଆସନ୍ତା ମାର୍ଚ୍ଚ ୮ ତାରିଖରୁ ଏହି ବ୍ୟବସ୍ଥା ଆରମ୍ଭ ହେବ।

The post ଏଣିକି ସ୍ବତନ୍ତ୍ର ଚେୟାରରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଦିବ୍ୟାଙ୍ଗ appeared first on Dharitri Odia News.