ଏଥର ନିର୍ବାଚନରେ ଇତିହାସ ରଚିବ କି ବିଜେଡି, ୨୪’ରେ ରେକର୍ଡ ଭାଙ୍ଗିବ !
ଏଥର ନିର୍ବାଚନରେ ଇତିହାସ ରଚିବ କି ବିଜେଡି । ଏକ ଜାତୀୟ ସଂସ୍ଥା ସର୍ଭେ ରିପୋର୍ଟ ଅନୁସାରେ ବିଜୁ ଜନତା ଦଳ ବିଧାନସଭାର ମୋଟ ୧୪୭ ଆସନରୁ ୧୨୮ଟି ରେ ଜିତିବ । ୧୯୯୦ ମସିହାରେ ବିଜୁ ପ ଟ୍ଟନାୟକଙ୍କ ରେକର୍ଡ ଭାଙ୍ଗିବେ ନବୀନ। ସର୍ଭେ ରିପୋର୍ଟକୁ ନେଇ ବିଜେଡି ଏହି ଦୃଢ଼ୋକ୍ତି କରିଛି। ୧୯୯୦ରେ ସର୍ବାଧିକ ୧୨୩ ସିଟ୍ ଜିତିଥିଲା ଜନତା ଦଳ। ୨୦୨୪ ନିର୍ବାଚନରେ ୧୯୯୦ ଠାରୁ ବିଜେଡି ଅଧିକ ବିଧାନସଭା ସିଟ୍ ଜିତିବ […] The post ଏଥର ନିର୍ବାଚନରେ ଇତିହାସ ରଚିବ କି ବିଜେଡି, ୨୪’ରେ ରେକର୍ଡ ଭାଙ୍ଗିବ ! appeared first on KNews Odisha.

ଏଥର ନିର୍ବାଚନରେ ଇତିହାସ ରଚିବ କି ବିଜେଡି । ଏକ ଜାତୀୟ ସଂସ୍ଥା ସର୍ଭେ ରିପୋର୍ଟ ଅନୁସାରେ ବିଜୁ ଜନତା ଦଳ ବିଧାନସଭାର ମୋଟ ୧୪୭ ଆସନରୁ ୧୨୮ଟି ରେ ଜିତିବ । ୧୯୯୦ ମସିହାରେ ବିଜୁ ପ ଟ୍ଟନାୟକଙ୍କ ରେକର୍ଡ ଭାଙ୍ଗିବେ ନବୀନ। ସର୍ଭେ ରିପୋର୍ଟକୁ ନେଇ ବିଜେଡି ଏହି ଦୃଢ଼ୋକ୍ତି କରିଛି। ୧୯୯୦ରେ ସର୍ବାଧିକ ୧୨୩ ସିଟ୍ ଜିତିଥିଲା ଜନତା ଦଳ। ୨୦୨୪ ନିର୍ବାଚନରେ ୧୯୯୦ ଠାରୁ ବିଜେଡି ଅଧିକ ବିଧାନସଭା ସିଟ୍ ଜିତିବ ବୋଲି ବିଜେଡି ଦାବି କରିଛି । ସାଢ଼େ ୪ କୋଟି ଓଡିଶାବାସୀ ପୁଣି ଥରେ ନବୀନଙ୍କ ଉପରେ ଆସ୍ଥା ପ୍ରକଟ କରିବେ ବୋଲି କହିଛି ଦଳ।
The post ଏଥର ନିର୍ବାଚନରେ ଇତିହାସ ରଚିବ କି ବିଜେଡି, ୨୪’ରେ ରେକର୍ଡ ଭାଙ୍ଗିବ ! appeared first on KNews Odisha.