ଏଥର ସଅଳ ଆସିବ ମୌସୁମୀ, ୨୪ ଘଣ୍ଟା ଭିତରେ ଛୁଇଁବ କେରଳ

୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ ।  ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ଜାରି ରହିଛି ।  ୨୪ ଘଣ୍ଟା ଭିତରେ ମୌସୁମୀ ବାୟୁ କେରଳ ଛୁଇଁବ ।  କେରଳରେ ପ୍ରାକ ମୌସୁମୀ ବର୍ଷା ଲାଗି ରହିଛି ।  ଏଥର କେରଳ ରେ ସଅଳ ମୌସୁମୀ ଛୁଇଁବ । ସାଧାରଣତଃ ଜୁନ ଦ୍ବିତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁଥାଏ । ତେବେ ଏଥର ସଅଳ ମୌସୁମୀ ଆସିଥିବାରୁ ଜୁନ ପ୍ରଥମ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ସ୍ପର୍ଶ […] The post ଏଥର ସଅଳ ଆସିବ ମୌସୁମୀ, ୨୪ ଘଣ୍ଟା ଭିତରେ ଛୁଇଁବ କେରଳ appeared first on KNews Odisha.

ଏଥର ସଅଳ ଆସିବ ମୌସୁମୀ, ୨୪ ଘଣ୍ଟା ଭିତରେ ଛୁଇଁବ କେରଳ
monsoon

୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ ।  ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ଜାରି ରହିଛି ।  ୨୪ ଘଣ୍ଟା ଭିତରେ ମୌସୁମୀ ବାୟୁ କେରଳ ଛୁଇଁବ ।  କେରଳରେ ପ୍ରାକ ମୌସୁମୀ ବର୍ଷା ଲାଗି ରହିଛି ।  ଏଥର କେରଳ ରେ ସଅଳ ମୌସୁମୀ ଛୁଇଁବ । ସାଧାରଣତଃ ଜୁନ ଦ୍ବିତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁଥାଏ । ତେବେ ଏଥର ସଅଳ ମୌସୁମୀ ଆସିଥିବାରୁ ଜୁନ ପ୍ରଥମ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ସ୍ପର୍ଶ କରିପାରେ ବୋଲି ଆକଳନ କରାଯାଇଛି ।

୧୩ ତାରିଖରେ ଆଣ୍ଡାମାନ ସାଗରରେ ପ୍ରବେଶ କରିଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଓ ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହୋଇସାରିଛି । ତେବେ ଦୀର୍ଘ ୧୬ ହର୍ଷ ପରେ ଏଥର ଶୀଘ୍ର ମୌସୁମୀ ଛୁଇଁଛି ବୋଲି କୁହାଯାଉଛି ।

 

 

ଆହୁରି ପଢ଼ନ୍ତୁ :  ଓଡ଼ିଶାକୁ ନାହିଁ ବାତ୍ୟା ବିପଦ, ଆଇଏମଡି ପକ୍ଷରୁ ହୋଇନାହିଁ ଆକଳନ

 

The post ଏଥର ସଅଳ ଆସିବ ମୌସୁମୀ, ୨୪ ଘଣ୍ଟା ଭିତରେ ଛୁଇଁବ କେରଳ appeared first on KNews Odisha.