ଏନକାଉଣ୍ଟରରେ ଥରିଲା ବିହାର ରାଜଧାନୀ: ପଟନାରେ ୪ଘଣ୍ଟା ଧରି ଚାଲିଲା  ଅପରାଧୀ ଓ ପୁଲିସ ମଧ୍ୟରେ ଗୁଳିବିନିମୟରେ

କନକ ବ୍ୟୁରୋ: ୪ଘଣ୍ଟା ଧରି ଚାଲିଲା ଏନାଉଣ୍ଟର । ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଦୁଇ ପଟୁ ଫୁଟିଲା ଗୁଳି । ଆକ୍ରମଣ ପ୍ରତିଆକ୍ରମଣ ଭିତରେ ଶେଷରେ ସରିଛି ପଟନା ଏନାକାଉଣ୍ଟର । ମଙ୍ଗଳବାର ସକାଳୁ ରାଜଧାନୀର କଙ୍କଡବାଗରେ ପହଁଚିଥିଲା ପଟନା ପୁଲିସ ।ଏକ ଜମି ବିବାଦରେ ହତ୍ୟାକାଣ୍ଡ ପରେ ପୁଲିସ ଅଭିଯୁକ୍ତଙ୍କୁ ଖୋଜି ଖୋଜି ଏଠାରେ ପହଁଚିଥିଲା ।ପୁଲିସକୁ ଦେଖି ୪ ଅଭିଯୁକ୍ତ ଆଖିବୁଜା ମାଡ କରିବା ପରେ ପାଲଟା ଜବାବ ଦେଇଥିଲା ପୁଲିସ ।ପଟନା ପୁଲିସ ଓ ଏସଟିଏଫର ମିଳିତ ଟିମ ପୂରା ଅଞ୍ଚଳକୁ ଚାରିପଟେ ଘେରିବା ସହ କଳେବଳେ କୌଶଳେ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରିଥିଲା ପୁଲିସ ।ତେବେ ୪ଘଟଣାର ଗୁଳିବିନିମୟ ପରେ ଶେଷରେ ୪ ଅଭିଯୁକ୍ତ ଆତ୍ମସମର୍ପଣ କରିଛନ୍ତି ।