ଏନଟିପିସି ପାୱାର ପ୍ଲାଣ୍ଟ ଆଗରେ ଧାରଣା । ବିସ୍ଥାପନ ବିରୋଧରେ ପ୍ଲାଣ୍ଟକୁ ବନ୍ଦ କଲେ ସ୍ଥାନୀୟ ଲୋକ ।
କନକ ବ୍ୟୁରୋ : ଏନଟିପିସି ପାୱାର ପ୍ଲାଣ୍ଟକୁ ଜୋରଦାର ବିରୋଧ। ପ୍ଲାଣ୍ଟ ବନ୍ଦ କଲେ ସ୍ଥାନୀୟ ଗ୍ରାମବାସୀ । ସୁନ୍ଦରଗଡ଼ ଦରଲିପାଲି ଏନଟିପିସି ପାୱାର ପ୍ଲାଣ୍ଟ ଓ ଆସପଣ୍ଡକୁ ବନ୍ଦ କରିଛନ୍ତି ସ୍ଥାନୀୟ ବାସୀନ୍ଦା । ବିସ୍ଥାପନ ଦାବୀ ନେଇ ଅନେକ ଦିନ ଧରି ସେମାନେ ଆନ୍ଦୋଳନ କରୁଥିଲେ। ପ୍ରଶାସନ ଓ ସରକାର ଦାବୀ ନଶୁଣିବାରୁ ଆଜି ପ୍ଲାଣ୍ଟ ଓ ଆସପଣ୍ଡ ପରିବହନକୁ ସମ୍ପୂର୍ଣ ଭାବେ ବନ୍ଦ କରିଛନ୍ତି ବରୋବଗା ଓ ଆଳୁପଡା ବାସୀ । ଘଟଣାସ୍ଥଳରେ ଉତ୍ତେଜନା ଯୋଗୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

କନକ ବ୍ୟୁରୋ : ଏନଟିପିସି ପାୱାର ପ୍ଲାଣ୍ଟକୁ ଜୋରଦାର ବିରୋଧ। ପ୍ଲାଣ୍ଟ ବନ୍ଦ କଲେ ସ୍ଥାନୀୟ ଗ୍ରାମବାସୀ । ସୁନ୍ଦରଗଡ଼ ଦରଲିପାଲି ଏନଟିପିସି ପାୱାର ପ୍ଲାଣ୍ଟ ଓ ଆସପଣ୍ଡକୁ ବନ୍ଦ କରିଛନ୍ତି ସ୍ଥାନୀୟ ବାସୀନ୍ଦା । ବିସ୍ଥାପନ ଦାବୀ ନେଇ ଅନେକ ଦିନ ଧରି ସେମାନେ ଆନ୍ଦୋଳନ କରୁଥିଲେ।
ପ୍ରଶାସନ ଓ ସରକାର ଦାବୀ ନଶୁଣିବାରୁ ଆଜି ପ୍ଲାଣ୍ଟ ଓ ଆସପଣ୍ଡ ପରିବହନକୁ ସମ୍ପୂର୍ଣ ଭାବେ ବନ୍ଦ କରିଛନ୍ତି ବରୋବଗା ଓ ଆଳୁପଡା ବାସୀ । ଘଟଣାସ୍ଥଳରେ ଉତ୍ତେଜନା ଯୋଗୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।