ଏନଡିଏକୁ ବିଜେଡିର ଖୋଲାଖୋଲି ବିରୋଧ

ଏନଡିଏକୁ ବିଜେଡିର ଖୋଲାଖୋଲି ବିରୋଧ । ୱାକଫ୍ ସଂଶୋଧନ ବିଲକୁ ବିରୋଧ କରିବାକୁ ବିଜେଡି ମୁଖିଆଙ୍କ ନିର୍ଦ୍ଦେଶ । ରାଜ୍ୟସଭାରେ ଭୋଟିଂ ସମୟରେ ସାଂସଦ ମାନେ ଏକାଠି ବିରୋଧ କରିବେ ।

ଏନଡିଏକୁ ବିଜେଡିର ଖୋଲାଖୋଲି ବିରୋଧ
Array