ଏନଡିଏରେ ଯୋଗ ଦେବାକୁ ସଙ୍କେତ ଦେଲେ ଫାରୁଖ ଅବଦୁଲ୍ଲା, ଏକାକୀ ଲଢ଼ିବେ ନିର୍ବାଚନ

ନୂଆଦିଲ୍ଲୀ,୧୫।୨: ଜମ୍ମୁ କଶ୍ମୀର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁଖ ଅବଦୁଲ୍ଲା ଏନଡିଏ ଗଠବନ୍ଧନରେ ସାମିଲ ହେବ ନେଇ ସଙ୍କେତ ଦେଇଛନ୍ତି। ଗୁରୁବାର ସାମ୍ବାଦିକ ସହିତ ଆଲୋଚନା କରି ଏହା ସୁନିଶ୍ଚିତ କରିଛନ୍ତି ଯେ, ରାଜ୍ୟରେ ତାଙ୍କ ପାର୍ଟି ‘ନ୍ୟାସନାଲ କନଫରେନ୍ସ’ ଏକାକୀ ନିର୍ବାଚନ ଲଢ଼ିବ। ଫାରୁକ୍ ଶ୍ରୀନଗରରେ କହିଛନ୍ତି, “ମୁଁ ବୁଝିପାରୁଛି ଯେ ଜମ୍ମୁ କଶ୍ମୀରରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହେବ। ସିଟ୍ ବାଣ୍ଟିବା ସୂତ୍ର ଯେତେ ଦୂର, […] The post ଏନଡିଏରେ ଯୋଗ ଦେବାକୁ ସଙ୍କେତ ଦେଲେ ଫାରୁଖ ଅବଦୁଲ୍ଲା, ଏକାକୀ ଲଢ଼ିବେ ନିର୍ବାଚନ appeared first on Dharitri Odia News.

ଏନଡିଏରେ ଯୋଗ ଦେବାକୁ ସଙ୍କେତ ଦେଲେ ଫାରୁଖ ଅବଦୁଲ୍ଲା, ଏକାକୀ ଲଢ଼ିବେ ନିର୍ବାଚନ

ନୂଆଦିଲ୍ଲୀ,୧୫।୨: ଜମ୍ମୁ କଶ୍ମୀର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁଖ ଅବଦୁଲ୍ଲା ଏନଡିଏ ଗଠବନ୍ଧନରେ ସାମିଲ ହେବ ନେଇ ସଙ୍କେତ ଦେଇଛନ୍ତି। ଗୁରୁବାର ସାମ୍ବାଦିକ ସହିତ ଆଲୋଚନା କରି ଏହା ସୁନିଶ୍ଚିତ କରିଛନ୍ତି ଯେ, ରାଜ୍ୟରେ ତାଙ୍କ ପାର୍ଟି ‘ନ୍ୟାସନାଲ କନଫରେନ୍ସ’ ଏକାକୀ ନିର୍ବାଚନ ଲଢ଼ିବ।

ଫାରୁକ୍ ଶ୍ରୀନଗରରେ କହିଛନ୍ତି, “ମୁଁ ବୁଝିପାରୁଛି ଯେ ଜମ୍ମୁ କଶ୍ମୀରରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହେବ। ସିଟ୍ ବାଣ୍ଟିବା ସୂତ୍ର ଯେତେ ଦୂର, ମୁଁ ଆପଣଙ୍କୁ କହିବି ଯେ ନ୍ୟାସନାଲ କନଫରେନ୍ସ ଏକାକୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ ଏବଂ ଏଥିରେ କୌଣସି ସନ୍ଦେହ ନାହିଁ। “

The post ଏନଡିଏରେ ଯୋଗ ଦେବାକୁ ସଙ୍କେତ ଦେଲେ ଫାରୁଖ ଅବଦୁଲ୍ଲା, ଏକାକୀ ଲଢ଼ିବେ ନିର୍ବାଚନ appeared first on Dharitri Odia News.