ଏନଲାଇଜର ମେସିନ ପାଇଁ ଧାନ ମଣ୍ଡିରେ ଶତାଧିକ ଚାଷୀଙ୍କ ବିରୋଧ ପ୍ରତିବାଦ ସଭା
ସୁବର୍ଣ୍ଣପୁର: ଚଳିତ ବର୍ଷ ସରକାର ଚାଷୀଙ୍କୁ ବୋନସ ବାବଦରେ ଅତିରିକ୍ତ ୮୦୦ ଟଙ୍କା ଦେବାକୁ ଘୋଷଣା କରିଥିଲେ। ତେଣୁ ଖୁସିରେ ଥିଲେ ଚାଷୀକୂଳ। କିନ୍ତୁ ଏନାଲାଇଜର ମେସିନ ପାଇଁ ବର୍ତ୍ତମାନ ଚାଷୀ ଆଶଙ୍କାରେ । ଗତ ୧୦ ତାରିଖରେରେ ବିନିକା ମଣ୍ଡି ଖୋଲିଥିଲେ ହେଁ ଆରମ୍ଭରୁ ଦ୍ଵନ୍ଦ୍ଵ ଦେଖାଯାଇ ଥିଲା। ବହୁ ଚାଷୀଙ୍କ ଟୋକନ୍ ବିଳମ୍ବରେ ଆସିଥିବା ସତ୍ତ୍ଵେ କେତେ ଚାଷୀଙ୍କ ଟୋକନ ଅଦ୍ୟାବଧି ଆସିନାହିଁ। ବର୍ତ୍ତମାନ ଚାଷୀଙ୍କୁ ଘାରିଛି ଏନାଲାଇଜର ମେସିନ । ଏନାଲାଇଜର ମେସିନରେ ପ୍ରାୟ ସବୁ ଧାନ ରିଜେକ୍ଟ ହେବା ଚାଷୀ ଅଭିଯୋଗ କରିଛନ୍ତି। ଆଜି ବିନିକା ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଶତାଧିକ ଚାଷୀ ଏକତ୍ରିତ ହୋଇ ପ୍ରତିବାଦ ସଭା କରିଛନ୍ତି । ଚଳିତ ବର୍ଷ ଧାନ କିଣା ପାଇଁ ଚାଷୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ।
ସୁବର୍ଣ୍ଣପୁର: ଚଳିତ ବର୍ଷ ସରକାର ଚାଷୀଙ୍କୁ ବୋନସ ବାବଦରେ ଅତିରିକ୍ତ ୮୦୦ ଟଙ୍କା ଦେବାକୁ ଘୋଷଣା କରିଥିଲେ। ତେଣୁ ଖୁସିରେ ଥିଲେ ଚାଷୀକୂଳ। କିନ୍ତୁ ଏନାଲାଇଜର ମେସିନ ପାଇଁ ବର୍ତ୍ତମାନ ଚାଷୀ ଆଶଙ୍କାରେ । ଗତ ୧୦ ତାରିଖରେରେ ବିନିକା ମଣ୍ଡି ଖୋଲିଥିଲେ ହେଁ ଆରମ୍ଭରୁ ଦ୍ଵନ୍ଦ୍ଵ ଦେଖାଯାଇ ଥିଲା। ବହୁ ଚାଷୀଙ୍କ ଟୋକନ୍ ବିଳମ୍ବରେ ଆସିଥିବା ସତ୍ତ୍ଵେ କେତେ ଚାଷୀଙ୍କ ଟୋକନ ଅଦ୍ୟାବଧି ଆସିନାହିଁ।
ବର୍ତ୍ତମାନ ଚାଷୀଙ୍କୁ ଘାରିଛି ଏନାଲାଇଜର ମେସିନ । ଏନାଲାଇଜର ମେସିନରେ ପ୍ରାୟ ସବୁ ଧାନ ରିଜେକ୍ଟ ହେବା ଚାଷୀ ଅଭିଯୋଗ କରିଛନ୍ତି। ଆଜି ବିନିକା ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଶତାଧିକ ଚାଷୀ ଏକତ୍ରିତ ହୋଇ ପ୍ରତିବାଦ ସଭା କରିଛନ୍ତି । ଚଳିତ ବର୍ଷ ଧାନ କିଣା ପାଇଁ ଚାଷୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ।