ଏନ୍‌ପିଏସ୍‌ ଟ୍ରଷ୍ଟର କାର୍ଯ୍ୟାଳୟ ପରିସର ଉଦ୍‌ଘାଟିତ

ଭୁବନେଶ୍ୱର,୪।୩: ଦେଶର ପ୍ରମୁଖ ନିୟାମକ ସଂସ୍ଥା ତଥା ପେନ୍‌ସନ ଫଣ୍ଡ ରେଗୁଲାଟେରି ଆଣ୍ଡ ଡେଭଲପମେଣ୍ଟ ଅଥରଟି (ପିଏଫ୍‌ଆର୍‌ଡିଏ) ଅଧୀନରେ ଥିବା ନ୍ୟାଶନାଲ ପେନ୍‌ସନ ସିଷ୍ଟମ (ଏନ୍‌ପିଏସ୍‌) ଟ୍ରଷ୍ଟର ନୂତନ କାର୍ଯ୍ୟାଳୟ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଓ୍ବାଲର୍ଡ ଟ୍ରେଡ୍‌ ସେଣ୍ଟର କମ୍ପ୍ଲେକ୍ସ ନାରୁଜିନଗର ନୂଆଦିଲ୍ଲୀଠାରେ ଏନ୍‌ପିଏସ୍‌ ଟ୍ରଷ୍ଟର ନୂତନ କାର୍ଯ୍ୟାଳୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଏହି ଅବସରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡ. ଭଗଓ୍ବତ କରାଡ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏହି […] The post ଏନ୍‌ପିଏସ୍‌ ଟ୍ରଷ୍ଟର କାର୍ଯ୍ୟାଳୟ ପରିସର ଉଦ୍‌ଘାଟିତ appeared first on Dharitri Odia News.

ଏନ୍‌ପିଏସ୍‌ ଟ୍ରଷ୍ଟର କାର୍ଯ୍ୟାଳୟ ପରିସର ଉଦ୍‌ଘାଟିତ

ଭୁବନେଶ୍ୱର,୪।୩: ଦେଶର ପ୍ରମୁଖ ନିୟାମକ ସଂସ୍ଥା ତଥା ପେନ୍‌ସନ ଫଣ୍ଡ ରେଗୁଲାଟେରି ଆଣ୍ଡ ଡେଭଲପମେଣ୍ଟ ଅଥରଟି (ପିଏଫ୍‌ଆର୍‌ଡିଏ) ଅଧୀନରେ ଥିବା ନ୍ୟାଶନାଲ ପେନ୍‌ସନ ସିଷ୍ଟମ (ଏନ୍‌ପିଏସ୍‌) ଟ୍ରଷ୍ଟର ନୂତନ କାର୍ଯ୍ୟାଳୟ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଓ୍ବାଲର୍ଡ ଟ୍ରେଡ୍‌ ସେଣ୍ଟର କମ୍ପ୍ଲେକ୍ସ ନାରୁଜିନଗର ନୂଆଦିଲ୍ଲୀଠାରେ ଏନ୍‌ପିଏସ୍‌ ଟ୍ରଷ୍ଟର ନୂତନ କାର୍ଯ୍ୟାଳୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଏହି ଅବସରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡ. ଭଗଓ୍ବତ କରାଡ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଅର୍ଥ ସଚିବ ଡ. ବିବେକ ଜୋଷୀ,ପିଏଫ୍‌ଆର୍‌ଡିଏର ଅଧ୍ୟକ୍ଷ ଡ. ଦୀପକ ମହାନ୍ତି ଏବଂ ଏନ୍‌ପିଏସ୍‌ ଟ୍ରଷ୍ଟର ଚେୟାରମ୍ୟାନ ଓ୍ବାଇ. ଭେଙ୍କଟ ରାଓ ପ୍ରମୁଖ ବିଶେଷ ଅତିଥି ଭାବେ ଯୋଗଦେଇଥିଲେ।

The post ଏନ୍‌ପିଏସ୍‌ ଟ୍ରଷ୍ଟର କାର୍ଯ୍ୟାଳୟ ପରିସର ଉଦ୍‌ଘାଟିତ appeared first on Dharitri Odia News.