ଏବେ ଲକ୍ଷେ ନୁହେଁ, EPFO ଦେବ ୫ ଲକ୍ଷ ଟଙ୍କା

କର୍ମଚାରୀଙ୍କ ପାଇଁ ଖୁସି ଖବର । EPFO ଦେଲା ବଡ଼ ଖୁସି । ଏଣିକି ଲକ୍ଷେ ନୁହେଁ, ଉଠାଇ ପାରିବେ ୫ ଲକ୍ଷ ଟଙ୍କା । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଅର୍ଥାତ୍‌ EPFO ତା’ର ସାଢ଼େ ୭ କୋଟି ସଦସ୍ୟଙ୍କୁ ଏହି ଖୁସି ଖବର ଦେଇଛି ।

ଏବେ ଲକ୍ଷେ ନୁହେଁ, EPFO ଦେବ ୫ ଲକ୍ଷ ଟଙ୍କା
Array