ମେଘନାଦ ହେଲେ ରେଡକ୍ରସର ଅନ୍ୟତମ ପୃଷ୍ଟପୋଷକ

ସମ୍ବଲପୁର: ଜିଲ୍ଲା ରେଡ଼କ୍ରସ ସୋସାଇଟିର ନୂତନ ପୁଷ୍ଠପୋଷକ ସଭ୍ୟ ମେଘନାଦ ପଧାନ (ଲୁଲୁ ) ହୋଇଛନ୍ତି। ଏନେଇ ସମ୍ବଲପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ଗଡ଼ନାୟକଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ନିଜେ ତାଙ୍କୁ ରେଡକ୍ରସ ସଭ୍ୟର ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ରେଡକ୍ରସ ସୋସାଇଟିର ସମ୍ପାଦକ ଜୟ ଜର୍ଜ, ରେଡକ୍ରସର ଅନ୍ୟତମ ପୁଷ୍ଠପୋଷକ ନିହାଲ ସିଂ ଉପସ୍ଥିତ ଥିଲେ। The post ମେଘନାଦ ହେଲେ ରେଡକ୍ରସର ଅନ୍ୟତମ ପୃଷ୍ଟପୋଷକ appeared first on Odisha.News.

ମେଘନାଦ ହେଲେ ରେଡକ୍ରସର ଅନ୍ୟତମ ପୃଷ୍ଟପୋଷକ

ସମ୍ବଲପୁର: ଜିଲ୍ଲା ରେଡ଼କ୍ରସ ସୋସାଇଟିର ନୂତନ ପୁଷ୍ଠପୋଷକ ସଭ୍ୟ ମେଘନାଦ ପଧାନ (ଲୁଲୁ ) ହୋଇଛନ୍ତି। ଏନେଇ ସମ୍ବଲପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ଗଡ଼ନାୟକଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ନିଜେ ତାଙ୍କୁ ରେଡକ୍ରସ ସଭ୍ୟର ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ରେଡକ୍ରସ ସୋସାଇଟିର ସମ୍ପାଦକ ଜୟ ଜର୍ଜ, ରେଡକ୍ରସର ଅନ୍ୟତମ ପୁଷ୍ଠପୋଷକ ନିହାଲ ସିଂ ଉପସ୍ଥିତ ଥିଲେ।

The post ମେଘନାଦ ହେଲେ ରେଡକ୍ରସର ଅନ୍ୟତମ ପୃଷ୍ଟପୋଷକ appeared first on Odisha.News.