୧୦୦ କୋଟିରୁ ଅଧିକ ଆୟ କଲାଣି ‘ଛାବା’

ମୁମ୍ବାଇ: ବଲିଉଡ ଅଭିନେତା ବିକି କୌଶଲଙ୍କ ଫିଲ୍ମ ‘ଛାବା’। ତେବେ ଦର୍ଶକ ଏହି ଫିଲ୍ମକୁ ଖୁବ୍ ପସନ୍ଦ ମଧ୍ଯ କରୁଛନ୍ତି। ଫିଲ୍ମଟି ରିଲିଜ୍ ହେବା ପରେ ଯେତିକି ଆଶା ଥିଲା ତା’ଠାରୁ ଅଧିକ ଆୟ କରିଛି। ଫିଲ୍ମର ମୋଟ ଆୟ ୧୦୦କୋଟି ଟପିଥିବା ବେଳେ ଆଗକୁ ଏହା ଆହୁରି ଅଧିକ ଆୟ କରିବ ବୋଲି ଚର୍ଚ୍ଚା ହେଉଛି। ମ୍ୟାଡକ ଫିଲ୍ମସ ବ୍ୟାନରରେ ନିର୍ମିତ ‘ଛାବା’ ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନ ଉପରେ ଆଧାରିତ। […] The post ୧୦୦ କୋଟିରୁ ଅଧିକ ଆୟ କଲାଣି ‘ଛାବା’ appeared first on Odisha.News.

୧୦୦ କୋଟିରୁ ଅଧିକ ଆୟ କଲାଣି ‘ଛାବା’

ମୁମ୍ବାଇ: ବଲିଉଡ ଅଭିନେତା ବିକି କୌଶଲଙ୍କ ଫିଲ୍ମ ‘ଛାବା’। ତେବେ ଦର୍ଶକ ଏହି ଫିଲ୍ମକୁ ଖୁବ୍ ପସନ୍ଦ ମଧ୍ଯ କରୁଛନ୍ତି। ଫିଲ୍ମଟି ରିଲିଜ୍ ହେବା ପରେ ଯେତିକି ଆଶା ଥିଲା ତା’ଠାରୁ ଅଧିକ ଆୟ କରିଛି। ଫିଲ୍ମର ମୋଟ ଆୟ ୧୦୦କୋଟି ଟପିଥିବା ବେଳେ ଆଗକୁ ଏହା ଆହୁରି ଅଧିକ ଆୟ କରିବ ବୋଲି ଚର୍ଚ୍ଚା ହେଉଛି। ମ୍ୟାଡକ ଫିଲ୍ମସ ବ୍ୟାନରରେ ନିର୍ମିତ ‘ଛାବା’ ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନ ଉପରେ ଆଧାରିତ। ଛାବା ପ୍ରଥମ ଦିନ ୩୩.୧ କୋଟି ଟଙ୍କା ଏବଂ ଦ୍ବିତୀୟ ଦିନ ୩୯.୩୦ କୋଟି ଟଙ୍କା ଆୟ କରିଛି। ତେବେ ମୋଟ୍ ଆୟକୁ ମିଶାଇଲେ ୧୦୦ କୋଟି ଟଙ୍କା ଇନ କମ୍ କରିଥିବା କୁହାଯାଉଛି।

The post ୧୦୦ କୋଟିରୁ ଅଧିକ ଆୟ କଲାଣି ‘ଛାବା’ appeared first on Odisha.News.