ଏବେ ଶ୍ରୀଲଙ୍କାରେ ବି ଚାଲିବ UPI
ନୂଆଦିଲ୍ଲୀ,୧୬।୫: ଏଣିକି ଶ୍ରୀଲଙ୍କାରେ ମଧ୍ୟ ଚାଲିବ ଫୋନ୍ ପେ’। କମ୍ପାନୀ ଲଙ୍କା ପେ’ ସହ ସହଭାଗିତା ଘୋଷଣା କରିଛି। ଏହାଦ୍ୱାରା ବ୍ୟବହାରକାରୀ ଶ୍ରୀଲଙ୍କାରେ ୟୁପିଆଇ ଯେଗେ ଟଙ୍କା ନେଣଦେଣ କରିପାରିବେ। ଫୋନ୍ ପେ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରିତେଶ କହିଛନ୍ତି, ଲଙ୍କା ପେ’ ସହ ସହଭାଗିତା ଦ୍ୱାରା ଭାରତୀୟ ପର୍ଯ୍ୟଟକ ଲାଭାନ୍ବିତ ହେବେ। ସେ ଯାତ୍ରା କରିବା ଏବଂ ଶ୍ରୀଲଙ୍କା କ୍ୟୁଆର୍ କୋର୍ଡର ଉପଯୋଗ କରିବା ସମୟରେ ସହଜ ଏବଂ ସୁରକ୍ଷିତ ଦେଣନେଣର ବ୍ୟବସ୍ଥାର ଉପଯୋଗ କରିପାରିବେ। The post ଏବେ ଶ୍ରୀଲଙ୍କାରେ ବି ଚାଲିବ UPI appeared first on Dharitri Odia News.
ନୂଆଦିଲ୍ଲୀ,୧୬।୫: ଏଣିକି ଶ୍ରୀଲଙ୍କାରେ ମଧ୍ୟ ଚାଲିବ ଫୋନ୍ ପେ’। କମ୍ପାନୀ ଲଙ୍କା ପେ’ ସହ ସହଭାଗିତା ଘୋଷଣା କରିଛି। ଏହାଦ୍ୱାରା ବ୍ୟବହାରକାରୀ ଶ୍ରୀଲଙ୍କାରେ ୟୁପିଆଇ ଯେଗେ ଟଙ୍କା ନେଣଦେଣ କରିପାରିବେ।
ଫୋନ୍ ପେ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରିତେଶ କହିଛନ୍ତି, ଲଙ୍କା ପେ’ ସହ ସହଭାଗିତା ଦ୍ୱାରା ଭାରତୀୟ ପର୍ଯ୍ୟଟକ ଲାଭାନ୍ବିତ ହେବେ। ସେ ଯାତ୍ରା କରିବା ଏବଂ ଶ୍ରୀଲଙ୍କା କ୍ୟୁଆର୍ କୋର୍ଡର ଉପଯୋଗ କରିବା ସମୟରେ ସହଜ ଏବଂ ସୁରକ୍ଷିତ ଦେଣନେଣର ବ୍ୟବସ୍ଥାର ଉପଯୋଗ କରିପାରିବେ।
The post ଏବେ ଶ୍ରୀଲଙ୍କାରେ ବି ଚାଲିବ UPI appeared first on Dharitri Odia News.