ଏମିତି ବି ଆସେ ମୃତ୍ୟୁ, ଘରକୁ ଫେରୁଥିବା ବେଳେ ବସ୍ରେ ଟଳି ପଡିଲେ ଯାତ୍ରୀ
ଚଣ୍ଡିଖୋଲ ୨୯।୮: ଏମିତି ବି ଆସେ ମୃତ୍ୟୁ । ବସ୍ରେ ଟଳି ପଡିଲେ ଯାତ୍ରୀ । ମୃତକ ହେଲେ ଯାଜପୁର ବଉଳାଙ୍ଗ ଗ୍ରାମର ।ସୂଚନାଯୋଗ୍ୟ ଯେ, ଯାଜପୁର ବଉଳାଙ୍ଗ ଗ୍ରାମର ଦିନମଣୀ ସାମଲ କଟକ ଲିଙ୍କ ରୋଡ୍ରୁ ପ୍ରଧାନ ବସ୍ରେ ଯାଜପୁର ନିଜ ଘରକୁ ଫେରୁଥିବା ସମୟରେ ଅଧା ବାଟରେ ଦିନମଣୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ବସ୍ରେ ଟଳି ପଡ଼ିଥିଲେ । ବସ୍ ଡ୍ରାଇଭର ବସ୍କୁ ତୁରନ୍ତ ବଡ଼ଚଣା ମେଡିକାଲକୁ ନେଇ ଯାଇଥିଲେ । ଗୁରୁତର ଯାତ୍ରୀଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚି ମୃତକଙ୍କ ପରିବାରକୁ ଖବର ଦେବା ସହ ଥାନାରେ ବସ୍ଟିକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି ।You Can Read:ବନ୍ଦ ଘରେ ଚାଲିଥିଲା ତନ୍ତ୍ର ପୂଜା, ସାଧନାରେ ବାଧାଦେଲେ ଭସ୍ମ କରିଦେବାକୁ ଭୟ ସୃଷ୍ଟି କରିଥିଲେ
ଚଣ୍ଡିଖୋଲ ୨୯।୮: ଏମିତି ବି ଆସେ ମୃତ୍ୟୁ । ବସ୍ରେ ଟଳି ପଡିଲେ ଯାତ୍ରୀ । ମୃତକ ହେଲେ ଯାଜପୁର ବଉଳାଙ୍ଗ ଗ୍ରାମର ।
ସୂଚନାଯୋଗ୍ୟ ଯେ, ଯାଜପୁର ବଉଳାଙ୍ଗ ଗ୍ରାମର ଦିନମଣୀ ସାମଲ କଟକ ଲିଙ୍କ ରୋଡ୍ରୁ ପ୍ରଧାନ ବସ୍ରେ ଯାଜପୁର ନିଜ ଘରକୁ ଫେରୁଥିବା ସମୟରେ ଅଧା ବାଟରେ ଦିନମଣୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ବସ୍ରେ ଟଳି ପଡ଼ିଥିଲେ । ବସ୍ ଡ୍ରାଇଭର ବସ୍କୁ ତୁରନ୍ତ ବଡ଼ଚଣା ମେଡିକାଲକୁ ନେଇ ଯାଇଥିଲେ । ଗୁରୁତର ଯାତ୍ରୀଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚି ମୃତକଙ୍କ ପରିବାରକୁ ଖବର ଦେବା ସହ ଥାନାରେ ବସ୍ଟିକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି ।
You Can Read:
ବନ୍ଦ ଘରେ ଚାଲିଥିଲା ତନ୍ତ୍ର ପୂଜା, ସାଧନାରେ ବାଧାଦେଲେ ଭସ୍ମ କରିଦେବାକୁ ଭୟ ସୃଷ୍ଟି କରିଥିଲେ