ଏମିତି ଯାଆ, ଦୁଇ ଖଣ୍ଡ କାଠ ଜାଳିଦେଲା ବୋଲି ...ବଡ଼ ଯାଆର ଜୀବନ ନେଇଗଲା ସାନ ଯାଆ...

ଜାଳେଣି କାଠକୁ କେନ୍ଦ୍ର କରି ସାନ ଯାଆ ବଡ଼ ଯାଆର ଜୀବନ ନେଇଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ପୌରାଞ୍ଚଳ ନୀଳବେର୍ଣ୍ଣି ସାହିରେ । ଅଭିଯୁକ୍ତ ଗୀତାକୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି ପୋଲିସ । ଅଧିକ ତଦନ୍ତ ପ