ଏମିତି ଷ୍ଟାଇଲ୍‌ରେ ଟସ୍‌ ପକାଇଲେ ଶ୍ରେୟସ ଆୟର: ସମସ୍ତେ ହୋଇଗଲେ ତାଜୁବ

ଚେନ୍ନାଇ,୨୭।୫: ଆଇପିଏଲ ୨୦୨୪ର ଫାଇନାଲରେ ଟସ ସମୟରେ ଏମିତି କିଛି ଘଟିଥିଲା, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ପ୍ୟାଟ କମିନ୍ସ ଟସ ଜିତିଥିଲେ। କିନ୍ତୁ ଏହା ପୂର୍ବରୁ ଶ୍ରେୟସ ଆୟର ଏକ ଅଦ୍ଭୁତ କାର୍ଯ୍ୟ କରିଥିଲେ। ଶ୍ରେୟସ ଆୟର ବୁଲି ବୁଲି କଏନ୍‌ ଫିଙ୍ଗିଥିଲେ ଏବଂ ସମସ୍ତେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶ୍ରେୟସ ଆୟର କାହିଁକି ଏପରି କଲେ ତାହା କେହି ଜାଣନ୍ତି […] The post ଏମିତି ଷ୍ଟାଇଲ୍‌ରେ ଟସ୍‌ ପକାଇଲେ ଶ୍ରେୟସ ଆୟର: ସମସ୍ତେ ହୋଇଗଲେ ତାଜୁବ appeared first on Dharitri Odia News.

ଏମିତି ଷ୍ଟାଇଲ୍‌ରେ ଟସ୍‌ ପକାଇଲେ ଶ୍ରେୟସ ଆୟର: ସମସ୍ତେ ହୋଇଗଲେ ତାଜୁବ

ଚେନ୍ନାଇ,୨୭।୫: ଆଇପିଏଲ ୨୦୨୪ର ଫାଇନାଲରେ ଟସ ସମୟରେ ଏମିତି କିଛି ଘଟିଥିଲା, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ପ୍ୟାଟ କମିନ୍ସ ଟସ ଜିତିଥିଲେ। କିନ୍ତୁ ଏହା ପୂର୍ବରୁ ଶ୍ରେୟସ ଆୟର ଏକ ଅଦ୍ଭୁତ କାର୍ଯ୍ୟ କରିଥିଲେ। ଶ୍ରେୟସ ଆୟର ବୁଲି ବୁଲି କଏନ୍‌ ଫିଙ୍ଗିଥିଲେ ଏବଂ ସମସ୍ତେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶ୍ରେୟସ ଆୟର କାହିଁକି ଏପରି କଲେ ତାହା କେହି ଜାଣନ୍ତି ନାହିଁ କିନ୍ତୁ ସେ ବୋଧହୁଏ ଟସ ଜିତିବାକୁ ଚାହୁଁଥିଲେ। ତଥାପି ଏହା ହୋଇପାରିଲା ନାହିଁ। ସନରାଇଜର୍ସ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ବାଛିଥିଲା। ଡସ୍‌ ଜିତିଥିଲେ ମଧ୍ୟ ହାଇଦ୍ରାବାଦ୍‌ ଏହି ମ୍ୟାଚ୍‌ ହାରିଯାଇଥିଲା।

The post ଏମିତି ଷ୍ଟାଇଲ୍‌ରେ ଟସ୍‌ ପକାଇଲେ ଶ୍ରେୟସ ଆୟର: ସମସ୍ତେ ହୋଇଗଲେ ତାଜୁବ appeared first on Dharitri Odia News.