ଏଲଆଇ ପରିଜା ଏବଂ ଆରଏମ ପଟ୍ଟନାୟକ ମେମୋରିଆଲ ବ୍ରିଜ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ଭୁବନେଶ୍ବର: ତୃତୀୟ ଏଲଆଇ ପରିଜା ଏବଂ ଆରଏମ ପଟ୍ଟନାୟକ ମେମୋରିଆଲ ବ୍ରିଜ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହୋଇଛି। ଭୁବନେଶବ ଓଏସଆରସି ଦ୍ବାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ସାରା ରାଜ୍ୟରୁ ୧୨ଟି ଦଳ ଅଂଶଗ୍ରହଣ କରିଛନ୍ତି।