ଏସଏନଏଲଡିରେ ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

କୋରାପୁଟ,୧୧ା୭(ଅମିତାଭ ବେହେରା)-କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ(ଏସଏନଏଲଡି)ର ନୂତନ ଡିନ ଭାବେ ପ୍ରଫେସର ଡାକ୍ତର ହରେକୃଷ୍ଣ ଦଳାଇ ଶୁକ୍ରବାର କାର୍ଯ୍ୟରେ ଯୋଗଦେଇଛନ୍ତି। ପ୍ରଫେସର ଦଳେଇ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟରେ କିଛି ବର୍ଷ କାର୍ଯ୍ୟ କରିବା ପରେ ବ୍ରହ୍ମପୁର ମେଡିକାଲ କଲେଜରେ ନିଶ୍ଚେତକ ବିଭାଗ ପ୍ରଫେସର ଭାବେ ବଦଳି ହୋଇଥିଲେ। କିଛି ମାସ ହେବ ଡିନ ତଥା ଅଧ୍ୟକ୍ଷ ପାଦ ଖାଲି ଥିବାରୁ ଚିକିତ୍ସାଧ୍‌ଳୟର ଅଧିକ୍ଷକ ପ୍ରଫେସର ଡା. ସୁଶାନ୍ତ କୁମାର […] The post ଏସଏନଏଲଡିରେ ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ appeared first on Dharitri Odia News.

ଏସଏନଏଲଡିରେ ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

କୋରାପୁଟ,୧୧ା୭(ଅମିତାଭ ବେହେରା)-କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ(ଏସଏନଏଲଡି)ର ନୂତନ ଡିନ ଭାବେ ପ୍ରଫେସର ଡାକ୍ତର ହରେକୃଷ୍ଣ ଦଳାଇ ଶୁକ୍ରବାର କାର୍ଯ୍ୟରେ ଯୋଗଦେଇଛନ୍ତି। ପ୍ରଫେସର ଦଳେଇ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟରେ କିଛି ବର୍ଷ କାର୍ଯ୍ୟ କରିବା ପରେ ବ୍ରହ୍ମପୁର ମେଡିକାଲ କଲେଜରେ ନିଶ୍ଚେତକ ବିଭାଗ ପ୍ରଫେସର ଭାବେ ବଦଳି ହୋଇଥିଲେ। କିଛି ମାସ ହେବ ଡିନ ତଥା ଅଧ୍ୟକ୍ଷ ପାଦ ଖାଲି ଥିବାରୁ ଚିକିତ୍ସାଧ୍‌ଳୟର ଅଧିକ୍ଷକ ପ୍ରଫେସର ଡା. ସୁଶାନ୍ତ କୁମାର ସାହୁ ଏହି ପଦବୀରେ କାର୍ଯ୍ୟ କରି ଆସୁଥିଲେ। ପ୍ରଫେସର ଦଳେଇଙ୍କୁ ଡା. ସାହୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ଜଣାଇ ଦାୟିତ୍ୱ ହସ୍ତାନ୍ତର କରିଥିଲେ।

The post ଏସଏନଏଲଡିରେ ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ appeared first on Dharitri Odia News.