ଏସସିବି ମେଡିକାଲ କଲେଜ ପରିସରରୁ ଦୁଇ ଦଲାଲ ଗିରଫ
କଟକ : ପୁଣି ଧରା ହେଲେ ଦୁଇ ଦଲାଲ। ଏସସିବି ମେଡିକାଲ କଲେଜ ପରିସରରୁ ଦୁଇ ଦଲାଲ ଗିରଫ। ଦୁଇ ଦଲାଲ ହେଲେ ଶିବ ମହାନ୍ତ ଓ ଆଶିଷ କୁମାର ରଥ। ମଙ୍ଗଳାବାଗ ଥାନା ପୋଲିସ ଉଭୟଙ୍କୁ ଗିରଫ କରିଛି। ଘରୋଇ ହସ୍ପିଟାଲକୁ ରୋଗୀ ଚାଲାଣ ଅଭିଯୋଗରେ ଗିରଫ କରିଛି ପୋଲିସ। ଉନ୍ନତମାନର ଚିକିତ୍ସା ଯୋଗାଇ ଦେବାକୁ କହି ରୋଗୀଙ୍କ ସମ୍ପର୍କୀୟଙ୍କୁ ପ୍ରଭାବିତ କରି କମିସନୀ ନେଉଥିଲେ ଅଭିଯୁକ୍ତ। ବିଭିନ୍ନ ଘରୋଇ ହସ୍ପିଟାଲ ସହିତ ରହିଛି ଏମାନଙ୍କର […] The post ଏସସିବି ମେଡିକାଲ କଲେଜ ପରିସରରୁ ଦୁଇ ଦଲାଲ ଗିରଫ appeared first on KNews Odisha.

କଟକ : ପୁଣି ଧରା ହେଲେ ଦୁଇ ଦଲାଲ। ଏସସିବି ମେଡିକାଲ କଲେଜ ପରିସରରୁ ଦୁଇ ଦଲାଲ ଗିରଫ। ଦୁଇ ଦଲାଲ ହେଲେ ଶିବ ମହାନ୍ତ ଓ ଆଶିଷ କୁମାର ରଥ। ମଙ୍ଗଳାବାଗ ଥାନା ପୋଲିସ ଉଭୟଙ୍କୁ ଗିରଫ କରିଛି। ଘରୋଇ ହସ୍ପିଟାଲକୁ ରୋଗୀ ଚାଲାଣ ଅଭିଯୋଗରେ ଗିରଫ କରିଛି ପୋଲିସ। ଉନ୍ନତମାନର ଚିକିତ୍ସା ଯୋଗାଇ ଦେବାକୁ କହି ରୋଗୀଙ୍କ ସମ୍ପର୍କୀୟଙ୍କୁ ପ୍ରଭାବିତ କରି କମିସନୀ ନେଉଥିଲେ ଅଭିଯୁକ୍ତ। ବିଭିନ୍ନ ଘରୋଇ ହସ୍ପିଟାଲ ସହିତ ରହିଛି ଏମାନଙ୍କର ରହିଛି ଲିଙ୍କ। ଗତ ଫେବୃଆରୀ ମାସ ୮ ତାରିଖରୁ ଆଜି ସୁଦ୍ଧା ଏସସିବିରୁ ମୋଟ ୧୨ ଜଣ ଦଲାଲ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ଏନେଇ ଅତିରିକ୍ତ ଡିସିପି ଅନୀଲ ମିଶ୍ର ସୂଚନା ଦେଇଛନ୍ତି ।
The post ଏସସିବି ମେଡିକାଲ କଲେଜ ପରିସରରୁ ଦୁଇ ଦଲାଲ ଗିରଫ appeared first on KNews Odisha.