ଝାଡ଼ାବାନ୍ତିରେ ଦୁଇଜଣଙ୍କ ମୃତ୍ୟୁ ଅଭିଯୋଗ
ବ୍ରହ୍ମପୁର : ପୁଣି ଝାଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ଦୁଇଜଣଙ୍କ ମୃତ୍ୟୁ ଅଭିଯୋଗ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଦାମପୁର ଗାଁରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପରେ ସ୍ୱାସ୍ଥ୍ୟ ବିଭାଗର ଟିମ ଓ ସାନଖେମୁଣ୍ଡି ପ୍ରଶାସନ ଗାଁରେ ପହଞ୍ଚି ତନାଘନା କରିଛନ୍ତି। ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ସେମାନଙ୍କୁ ସଚେତନ କରାଯାଉଛି। ଝାଡ଼ାବାନ୍ତି ହେଲେ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଔଷଧ ଖାଇବା ପାଇଁ ପରାମର୍ଶ ଦେବା ସହ ORS ବଣ୍ଟନ କରାଯାଇଛି। ଶନିବାର ଠାରୁ […] The post ଝାଡ଼ାବାନ୍ତିରେ ଦୁଇଜଣଙ୍କ ମୃତ୍ୟୁ ଅଭିଯୋଗ appeared first on KNews Odisha.

ବ୍ରହ୍ମପୁର : ପୁଣି ଝାଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ଦୁଇଜଣଙ୍କ ମୃତ୍ୟୁ ଅଭିଯୋଗ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଦାମପୁର ଗାଁରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପରେ ସ୍ୱାସ୍ଥ୍ୟ ବିଭାଗର ଟିମ ଓ ସାନଖେମୁଣ୍ଡି ପ୍ରଶାସନ ଗାଁରେ ପହଞ୍ଚି ତନାଘନା କରିଛନ୍ତି। ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ସେମାନଙ୍କୁ ସଚେତନ କରାଯାଉଛି। ଝାଡ଼ାବାନ୍ତି ହେଲେ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଔଷଧ ଖାଇବା ପାଇଁ ପରାମର୍ଶ ଦେବା ସହ ORS ବଣ୍ଟନ କରାଯାଇଛି। ଶନିବାର ଠାରୁ ଗାଁରେ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା l ଦୁଇଜଣଙ୍କ ମୃତ୍ୟୁ ଘଟିବା ପରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅନ୍ୟ ଜଣେ ଆକ୍ରାନ୍ତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଗାଁରେ ଅନ୍ୟ ଦୁଇ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
The post ଝାଡ଼ାବାନ୍ତିରେ ଦୁଇଜଣଙ୍କ ମୃତ୍ୟୁ ଅଭିଯୋଗ appeared first on KNews Odisha.