୨ ବର୍ଷ ଡିଜିପି ରହିବେ ୱାଇ ବି ଖୁରାନିଆ, ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
୨ ବର୍ଷ ଡିଜିପି ରହିବେ ୱାଇ ବି ଖୁରାନିଆ । ୨୦୨୬ ଅଗଷ୍ଟ ଯାଏ ଡିଜିପି ରହିବେ ୱାଇ ବି ଖୁରାନିଆ । ୧୬ ଅଗଷ୍ଟ ୨୦୨୬ ଯାଏ ରହିବ ଖୁରାନିଆଙ୍କ କାର୍ଯ୍ୟକାଳ । ୨ ବର୍ଷ ରହିବ ୱାଇ ବି ଖୁରାନିଆଙ୍କ ସର୍ବନିମ୍ନ କାର୍ଯ୍ୟକାଳ । ଅତି କମ୍ ରେ ୨ ବର୍ଷ ଡିଜିପି ପଦରେ ରହିବେ ଖୁରାନିଆ । ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି । The post ୨ ବର୍ଷ ଡିଜିପି ରହିବେ ୱାଇ ବି ଖୁରାନିଆ, ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି appeared first on KNews Odisha.

୨ ବର୍ଷ ଡିଜିପି ରହିବେ ୱାଇ ବି ଖୁରାନିଆ । ୨୦୨୬ ଅଗଷ୍ଟ ଯାଏ ଡିଜିପି ରହିବେ ୱାଇ ବି ଖୁରାନିଆ । ୧୬ ଅଗଷ୍ଟ ୨୦୨୬ ଯାଏ ରହିବ ଖୁରାନିଆଙ୍କ କାର୍ଯ୍ୟକାଳ । ୨ ବର୍ଷ ରହିବ ୱାଇ ବି ଖୁରାନିଆଙ୍କ ସର୍ବନିମ୍ନ କାର୍ଯ୍ୟକାଳ । ଅତି କମ୍ ରେ ୨ ବର୍ଷ ଡିଜିପି ପଦରେ ରହିବେ ଖୁରାନିଆ । ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ।
The post ୨ ବର୍ଷ ଡିଜିପି ରହିବେ ୱାଇ ବି ଖୁରାନିଆ, ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି appeared first on KNews Odisha.