ଏହି ଦୁଇ ଆସନରୁ ଲଢ଼ୁଛନ୍ତି ଓମାର ଅବ୍ଦୁଲ୍ଲା
ଜମ୍ମୁ,୭ା୯: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍ଦୁଲ୍ଲା ଆଗାମୀ ବିଧାନସଭା ନିର୍ବାଚନରେ ୨ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଓମାର ବୁଧବାର ଗନ୍ଦେରବଲ ଆସନରୁ ନାମାଙ୍କନପତ୍ର ଦାଖଲ କରିବା ପରେ ଗୁରୁବାର ବଡ଼ଗାମ୍ ନିର୍ବାଚନମଣ୍ଡଳୀରୁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ଏନ୍ସି ଉପାଧ୍ୟକ୍ଷ ଓମାର ଅବ୍ଦୁଲ୍ଲା କହିଛନ୍ତି, ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ତାଙ୍କ ବିରୋଧରେ ସ୍ବାଧୀନ ପ୍ରାର୍ଥୀ ଛିଡ଼ା କରାଇ ତାଙ୍କୁ ଚୁପ୍ କରାଇବାକୁ ଉଦ୍ୟମ ଚଳାଇଛି। କେନ୍ଦ୍ରର ଏଭଳି ଉଦ୍ୟମ ନୂଆ ନୁହେଁ, କିନ୍ତୁ ସେମାନେ ଏତେ […] The post ଏହି ଦୁଇ ଆସନରୁ ଲଢ଼ୁଛନ୍ତି ଓମାର ଅବ୍ଦୁଲ୍ଲା appeared first on Dharitri Odia News.
ଜମ୍ମୁ,୭ା୯: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍ଦୁଲ୍ଲା ଆଗାମୀ ବିଧାନସଭା ନିର୍ବାଚନରେ ୨ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଓମାର ବୁଧବାର ଗନ୍ଦେରବଲ ଆସନରୁ ନାମାଙ୍କନପତ୍ର ଦାଖଲ କରିବା ପରେ ଗୁରୁବାର ବଡ଼ଗାମ୍ ନିର୍ବାଚନମଣ୍ଡଳୀରୁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି।
ଏନ୍ସି ଉପାଧ୍ୟକ୍ଷ ଓମାର ଅବ୍ଦୁଲ୍ଲା କହିଛନ୍ତି, ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ତାଙ୍କ ବିରୋଧରେ ସ୍ବାଧୀନ ପ୍ରାର୍ଥୀ ଛିଡ଼ା କରାଇ ତାଙ୍କୁ ଚୁପ୍ କରାଇବାକୁ ଉଦ୍ୟମ ଚଳାଇଛି। କେନ୍ଦ୍ରର ଏଭଳି ଉଦ୍ୟମ ନୂଆ ନୁହେଁ, କିନ୍ତୁ ସେମାନେ ଏତେ ତଳକୁ ଖସିଯିବେ ବୋଲି ସେ କେବେ ଭାବି ନ ଥିଲେ।
The post ଏହି ଦୁଇ ଆସନରୁ ଲଢ଼ୁଛନ୍ତି ଓମାର ଅବ୍ଦୁଲ୍ଲା appeared first on Dharitri Odia News.