ଏହି ରାଶିକୁ କର୍ମର ଫଳ ମିଳିବ, ଅର୍ଥ ସ୍ଥିତିରେ ଅବନତି ଘଟିବ
ମେଷ - ଏକାଦଶ ଚନ୍ଦ୍ର ଯୋଗୁଁ ବାହ୍ୟ ସୂତ୍ରରୁ ଆୟର ଯୋଗ ରହିଛି । ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ପରିବାରରେ ଖୁସି ଲାଗି ରହିବ । ବ୍ୟବସାୟରେ ନୂତନ ଆଶା ଦେଖାଯିବ । ଭ୍ରମଣ ଯୋଗ ଶୁଭ ହେବ । ବିଦ୍ୟାର୍ଥୀ କର୍ମ ଫଳ ପ୍ରାପ୍ତ କରିବେ ।ବୃଷ - ସର୍ବ କାର୍ଯ୍ୟରେ ସିଦ୍ଧି ହେବ । ଭାଗବତ ବିଶ୍ୱାସୀ ହେବେ ଯାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ। ଯାହା ବି କର୍ମ ଆଜି କରିଛନ୍ତି ତାର ଫଳ ଆସନ୍ତାକାଲି ଆପଣଙ୍କୁ ନିଶ୍ଚୟ ପ୍ରାପ୍ତ ହେବ। ବ୍ୟବସାୟରେ ଯାତ୍ରା ଯୋଗ । ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ ।ମିଥୁନ -ଯାନବାହାନ ଚଳାଚଳରେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ । କିଛି କଥାକୁ ନେଇ ମନରେ ବିଷାଦ ଭାବ ସୃଷ୍ଟି ହେବାର ସମ୍ଭାବନା ରହିଛି । ବ୍ୟବସାୟରେ ସାମାନ୍ୟ କ୍ଷତି ହୋଇ ପାରେ । ବିଦ୍ୟାର୍ଥୀ ମାନେ ମନଯୋଗି ହେବେ ।କର୍କଟ - ପରିବାରରେ ସୁଖ ହାନି ଘଟିବ ।ଅଙ୍ଗରେ ଆଘାତ ଲାଗିଲା ଭଳି ସମସ୍ୟା ଦେଖା ଦେବ ।ଦେହ ପୀଡା ଯୋଗୁଁ ଅଳସୁଆ ହେବେ ।ଅଯଥା ବ୍ୟୟର ଯୋଗ ରହିଛି । କର୍ମ କ୍ଷେତ୍ରରେ ମନସ୍ତାପ କରିବେ । ବିଦ୍ୟାର୍ଥୀ ମାନେ ପରିଶ୍ରମର ଫଳ ପ୍ରାପ୍ତ କରିବେ ନାହିଁ ।ସିଂହ - ବନ୍ଧୁଙ୍କ ସହ ଭ୍ରମଣରେ ଯାଇ ପାରନ୍ତି ।ଗୃହକୁ ଅତିଥିଙ୍କ ଆଗମନ ହେବ । କର୍ମ କ୍ଷେତ୍ରରେ ସର୍ବ କାର୍ଯ୍ୟରେ ସିଦ୍ଧି ହେବ ଚାକିରିରେ ସୁଯୋଗ ସାଙ୍ଗଙ୍କ ସାହାଯ୍ୟରେ ମିଳିବ । ପୂର୍ବ ସମସ୍ୟାର ସମାଧାନ ହେବ। ବ୍ୟବସାୟ ମଧ୍ୟମ ହେବ ।କନ୍ୟା - ମ
ମେଷ - ଏକାଦଶ ଚନ୍ଦ୍ର ଯୋଗୁଁ ବାହ୍ୟ ସୂତ୍ରରୁ ଆୟର ଯୋଗ ରହିଛି । ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ପରିବାରରେ ଖୁସି ଲାଗି ରହିବ । ବ୍ୟବସାୟରେ ନୂତନ ଆଶା ଦେଖାଯିବ । ଭ୍ରମଣ ଯୋଗ ଶୁଭ ହେବ । ବିଦ୍ୟାର୍ଥୀ କର୍ମ ଫଳ ପ୍ରାପ୍ତ କରିବେ ।
ବୃଷ - ସର୍ବ କାର୍ଯ୍ୟରେ ସିଦ୍ଧି ହେବ । ଭାଗବତ ବିଶ୍ୱାସୀ ହେବେ ଯାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ। ଯାହା ବି କର୍ମ ଆଜି କରିଛନ୍ତି ତାର ଫଳ ଆସନ୍ତାକାଲି ଆପଣଙ୍କୁ ନିଶ୍ଚୟ ପ୍ରାପ୍ତ ହେବ। ବ୍ୟବସାୟରେ ଯାତ୍ରା ଯୋଗ । ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ ।
ମିଥୁନ -ଯାନବାହାନ ଚଳାଚଳରେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ । କିଛି କଥାକୁ ନେଇ ମନରେ ବିଷାଦ ଭାବ ସୃଷ୍ଟି ହେବାର ସମ୍ଭାବନା ରହିଛି । ବ୍ୟବସାୟରେ ସାମାନ୍ୟ କ୍ଷତି ହୋଇ ପାରେ । ବିଦ୍ୟାର୍ଥୀ ମାନେ ମନଯୋଗି ହେବେ ।
କର୍କଟ - ପରିବାରରେ ସୁଖ ହାନି ଘଟିବ ।ଅଙ୍ଗରେ ଆଘାତ ଲାଗିଲା ଭଳି ସମସ୍ୟା ଦେଖା ଦେବ ।ଦେହ ପୀଡା ଯୋଗୁଁ ଅଳସୁଆ ହେବେ ।ଅଯଥା ବ୍ୟୟର ଯୋଗ ରହିଛି । କର୍ମ କ୍ଷେତ୍ରରେ ମନସ୍ତାପ କରିବେ । ବିଦ୍ୟାର୍ଥୀ ମାନେ ପରିଶ୍ରମର ଫଳ ପ୍ରାପ୍ତ କରିବେ ନାହିଁ ।
ସିଂହ - ବନ୍ଧୁଙ୍କ ସହ ଭ୍ରମଣରେ ଯାଇ ପାରନ୍ତି ।ଗୃହକୁ ଅତିଥିଙ୍କ ଆଗମନ ହେବ । କର୍ମ କ୍ଷେତ୍ରରେ ସର୍ବ କାର୍ଯ୍ୟରେ ସିଦ୍ଧି ହେବ ଚାକିରିରେ ସୁଯୋଗ ସାଙ୍ଗଙ୍କ ସାହାଯ୍ୟରେ ମିଳିବ । ପୂର୍ବ ସମସ୍ୟାର ସମାଧାନ ହେବ। ବ୍ୟବସାୟ ମଧ୍ୟମ ହେବ ।
କନ୍ୟା - ମାନସିକ ସ୍ତରରେ ବିବ୍ରତ ହେବେ । ନିଜ କ୍ରୋଧକୁ ନିଜ ନିୟନ୍ତ୍ରଣରେ ରଖି ପାରିବେ ନାହିଁ । ନୂତନ ଚାକିରିର ଯୋଗ ରହିଛି । କର୍ମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବ । ଗୃହ ରେ ଶୁଭ କର୍ମ ହୋଇପାରେ। ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ ।
ତୁଳା - ମନରେ ଈର୍ଷା ଭାବ ସୃଷ୍ଟି ହେବ । ଅର୍ଥ ବିଷୟ ଚିନ୍ତା ଲାଗି ରହିବ ।ଗୃହରେ କଳହର ଯୋଗ ରହିଛି। ମାନସିକ ଅଶାନ୍ତି ଦେଖା ଦେଇ ପାରେ । ଦାମ୍ପତ୍ୟ ଜୀବନ ଏତେ ଭଲ ରହିବ ନାହିଁ ।ଅର୍ଥ ସ୍ଥିତିରେ ଅବନତି ଘଟିବ ।
ବିଛା - ପ୍ରତିରୋଧର ଶିକାର ହେବେ । ମନହାନୀ ହେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନରେ ଦୁଃଖ ଆସିବ । ସନ୍ତାନଙ୍କୁ ନେଇ ଚିନ୍ତା ରେ ରହିବେ । ଯାନ ବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ଅଙ୍ଗରେ ଆଘାତ ଲାଗି ପାରେ ।
ଧନୁ - କିଛି ହାସଲ। କରିବା ପାଇଁ ସଂକଳ୍ପ ବଦ୍ଧ ହେବେ ।କର୍ମ କ୍ଷେତ୍ର ରେ ସମ୍ମାନ ପ୍ରାପ୍ତି ହେବ । ଅଧିକାରୀଙ୍କ ଠାରୁ ସମ୍ମାନ ମିଳିବ । ହେଲେ ମଧ୍ୟ ପରିଶ୍ରମର ପରିମାଣ ଅଧିକ ରହିବ । ମୁଣ୍ଡ ବ୍ୟଥା ଭଳି ସମସ୍ୟା ଦେଖା ଦେଇ ପାରେ ।
ମକର - ମନରେ ଅନିଚ୍ଛା ଭାବ ପ୍ରକାଶ ପାଇବ। ଅଯଥା ଅର୍ଥ ବ୍ୟୟ ହେବାର ସମ୍ଭାବନା ରହିଛି। ଏକାଗ୍ରତାର ଅଭାବ ରହିବ ଏବଂ ମନ କୌଣସି କାର୍ଯ୍ୟରେ ନିୟୋଜିତ ହୋଇପାରିବ ନାହିଁ । କିଛି ଅଘଟଣ ଘଟିବାର ସମ୍ଭାବନା ମଧ୍ୟ ଅଛି ।
କୁମ୍ଭ - ଆଶାଠାରୁ ଅଧିକ ଧନ ଉପାର୍ଜନ ହେବ । କର୍ମ କ୍ଷେତ୍ରରେ ଚଞ୍ଚଳ ହେବେ । ସମ୍ମାନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି ।ପ୍ରେମ ସମ୍ପର୍କ ନିବିଡ଼ ହେବେ । ବିଦ୍ୟାର୍ଥୀ ମାନେ ଲାଭବାନ ହେବେ । ବ୍ୟବସାୟରେ ଉନ୍ନତିର ଯୋଗ ରହିଛି ।
ମୀନ - ଗୃହବନ୍ଦୀ ହୋଇ ରହି ପାରନ୍ତି। ମନ ସାମାନ୍ୟ ଚଞ୍ଚଳ ରହିବ । ଭ୍ରମଣର ଯୋଗ ରହିଛି । ଧାର୍ମିକ ସ୍ଥାନକୁ ଯାତ୍ରା କରି ପାରନ୍ତି । ମାତାପିତାଙ୍କ ଆଶୀର୍ବାଦ ମିଳିବ । ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦ୍ୱାରା ଅସୁବିଧା ହୋଇପାରେ । ବିଦ୍ୟାର୍ଥୀ ମାନେ କମ ଫଳ ପ୍ରାପ୍ତ କରିବେ ।