ଏୟାର ଷ୍ଟ୍ରାଇକ ପରେ ଜଳ ପ୍ରହାର ! ଖୋଲିଲା ଡ୍ୟାମର ସବୁ ଗେଟ୍ , ପାକିସ୍ତାନ ଉପରେ ବନ୍ୟା ବିପଦ !

ନନ୍ଦିଘୋଷ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଏବେ ଜଳ ଆକ୍ରମଣ କରିଛି ଭାରତ... The post ଏୟାର ଷ୍ଟ୍ରାଇକ ପରେ ଜଳ ପ୍ରହାର ! ଖୋଲିଲା ଡ୍ୟାମର ସବୁ ଗେଟ୍ , ପାକିସ୍ତାନ ଉପରେ ବନ୍ୟା ବିପଦ ! appeared first on .

ଏୟାର ଷ୍ଟ୍ରାଇକ ପରେ ଜଳ ପ୍ରହାର ! ଖୋଲିଲା ଡ୍ୟାମର ସବୁ ଗେଟ୍ , ପାକିସ୍ତାନ ଉପରେ ବନ୍ୟା ବିପଦ !

ନନ୍ଦିଘୋଷ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଏବେ ଜଳ ଆକ୍ରମଣ କରିଛି ଭାରତ । ଭାରତ କଠୋର ଆଭିମୁଖ୍ୟ । ଏବେ ପାକିସ୍ତାନକୁ ଘାରିଲାଣି ବନ୍ୟା ବିପଦ। ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ହେତୁ ଚେନାବ ନଦୀରେ ନିର୍ମିତ ସାଲାଲ ଡ୍ୟାମ ଏବଂ ବାଗଲିହାର ଡ୍ୟାମର ଅନେକ ଗେଟ ଖୋଲାଯାଇଛି, ଯାହାଫଳରେ ପାକିସ୍ତାନ ଆଡ଼କୁ ପ୍ରବାହିତ ଜଳର ପ୍ରବାହ ତୀବ୍ର ହୋଇଛି। ଜମ୍ମୁ ଡିଭିଜନରେ ପ୍ରବଳ ବର୍ଷା ପରେ, ଏବେ ପାକିସ୍ତାନରେ ବନ୍ୟା ଆଶଙ୍କା ଦେଖାଦେଇଛି।

ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ଉପରେ ଜଳ ଆକ୍ରମଣ !

ବାଗଲିହାର ଡ୍ୟାମ୍ ଏବଂ ସଲାଲ୍ ଡ୍ୟାମର ଗେଟ୍ ଖୋଲିବା ପରେ ବିପୁଳ ପରିମାଣର ପାଣି ଛାଡିବା ଯୋଗୁଁ ପାକିସ୍ତାନରେ ବନ୍ୟାର ଆଶଙ୍କା ଦେଖାଦେଇଛି। ସଲାଲ ଡ୍ୟାମ୍ ପ୍ରକଳ୍ପ ଏକ ଜଳବିଦ୍ୟୁତ ପ୍ରକଳ୍ପ। ପୂର୍ବରୁ ଜଳସ୍ତର ୨୫ ରୁ ୩୦ ଫୁଟ ଥିଲା। କିନ୍ତୁ ଏବେ ପ୍ରଚୁର ପରିମାଣର ଜଳ ପ୍ରବାହ ହେଉଛି। ଭାରତର ଏହି ପଦକ୍ଷେପ ଦ୍ୱାରା ପାକିସ୍ତାନର ପୂର୍ବରୁ ଦୁର୍ବଳ ଅର୍ଥନୀତି ଏବଂ କୃଷି ବ୍ୟବସ୍ଥା ଉପରେ ଆହୁରି ଅଧିକ ଚାପ ପକାଇଛି। ଏବେ ଏହା ବନ୍ୟା ପରି ପରିସ୍ଥିତି ସୃଷ୍ଟି କରିବା ନେଇ ଆଶଙ୍କା ରହିଛି।

The post ଏୟାର ଷ୍ଟ୍ରାଇକ ପରେ ଜଳ ପ୍ରହାର ! ଖୋଲିଲା ଡ୍ୟାମର ସବୁ ଗେଟ୍ , ପାକିସ୍ତାନ ଉପରେ ବନ୍ୟା ବିପଦ ! appeared first on .