ଓଏଚ୍ପିସି ପାଳିଲା ଯୋଗ ଦିବସ
ଭୁବନେଶ୍ୱର,୨୨।୬(ଅନୁରାଧା ମହାରଣା): ଓଡ଼ିଶା ହାଇଡ଼୍ରୋ ପାଓ୍ବାର କର୍ପୋରେଶନ(ଓଏଚପିସି) ପକ୍ଷରୁ ଆର୍ନ୍ତଜାତୀୟ ଯୋଗ ଦିବସ ଅବସରରେ ଏକ ଯୋଗ ପ୍ରଶିକ୍ଷଣ ତଥା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସତ୍ୟାନନ୍ଦ ଯୋଗ ବିଦ୍ୟାଳୟ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପ୍ରଶିକ୍ଷକ ପ୍ରକାଶ ଚନ୍ଦ୍ର ଗଜେନ୍ଦ୍ର, ଆୟଶାକାନ୍ତା ଦାସ, ନାଗେଶ୍ୱରୀ ସୋରେନ୍ ପ୍ରମୁଖ ପରିଚାଳନା କରିଥିଲେ। ଯୋଗାସନ ଓ ପ୍ରାଣାୟମ ଦ୍ୱାରା ଶରୀରକୁ ମିଳୁଥିବା ଉର୍ଜା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏ ଅବସରରେ ଅଂଶଗ୍ରହଣକାରୀମାନେ ସୂର୍ଯ୍ୟ ନମସ୍କାର, କପାଳଭାତୀ, ନଦୀ ଶୋଧନ, […] The post ଓଏଚ୍ପିସି ପାଳିଲା ଯୋଗ ଦିବସ appeared first on Dharitri Odia News.
ଭୁବନେଶ୍ୱର,୨୨।୬(ଅନୁରାଧା ମହାରଣା): ଓଡ଼ିଶା ହାଇଡ଼୍ରୋ ପାଓ୍ବାର କର୍ପୋରେଶନ(ଓଏଚପିସି) ପକ୍ଷରୁ ଆର୍ନ୍ତଜାତୀୟ ଯୋଗ ଦିବସ ଅବସରରେ ଏକ ଯୋଗ ପ୍ରଶିକ୍ଷଣ ତଥା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସତ୍ୟାନନ୍ଦ ଯୋଗ ବିଦ୍ୟାଳୟ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପ୍ରଶିକ୍ଷକ ପ୍ରକାଶ ଚନ୍ଦ୍ର ଗଜେନ୍ଦ୍ର, ଆୟଶାକାନ୍ତା ଦାସ, ନାଗେଶ୍ୱରୀ ସୋରେନ୍ ପ୍ରମୁଖ ପରିଚାଳନା କରିଥିଲେ। ଯୋଗାସନ ଓ ପ୍ରାଣାୟମ ଦ୍ୱାରା ଶରୀରକୁ ମିଳୁଥିବା ଉର୍ଜା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏ ଅବସରରେ ଅଂଶଗ୍ରହଣକାରୀମାନେ ସୂର୍ଯ୍ୟ ନମସ୍କାର, କପାଳଭାତୀ, ନଦୀ ଶୋଧନ, ଭ୍ରମରୀ, ଉ୍ୟଜ୍ଜୟୀ, ଶୀତକରୀ କଆଦି ଯୋଗାସନ କରିଥିଲେ।
The post ଓଏଚ୍ପିସି ପାଳିଲା ଯୋଗ ଦିବସ appeared first on Dharitri Odia News.