ଓଡ଼ିଆ ପୁଅ RPSC ଅଧ୍ୟକ୍ଷ: ରାଜସ୍ଥାନ ସରକାର …

ଭୁବନେଶ୍ୱର,୧୦।୬:ଓଡ଼ିଆ ପୁଅ IPS ଉତ୍କଳ ରଂଜନ ସାହୁ RPSC ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଉତ୍କଳ ରଂଜନ ରାଜସ୍ଥାନର ଡିଜିପି ଭାବେ କାର୍ଯ୍ୟ କରୁଥିଲେ। ନୂଆ ଦାୟିତ୍ୱ ନେଇ ରାଜସ୍ଥାନ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଆସନ୍ତା ବର୍ଷ ଜୁନ ପର୍ଯ୍ୟନ୍ତ RPSC ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। PS ଉତ୍କଳ ରଂଜନ ସାହୁ ହେଉଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦାର। The post ଓଡ଼ିଆ ପୁଅ RPSC ଅଧ୍ୟକ୍ଷ: ରାଜସ୍ଥାନ ସରକାର … appeared first on Dharitri Odia News.

ଓଡ଼ିଆ ପୁଅ RPSC ଅଧ୍ୟକ୍ଷ: ରାଜସ୍ଥାନ ସରକାର …

ଭୁବନେଶ୍ୱର,୧୦।୬:ଓଡ଼ିଆ ପୁଅ IPS ଉତ୍କଳ ରଂଜନ ସାହୁ RPSC ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଉତ୍କଳ ରଂଜନ ରାଜସ୍ଥାନର ଡିଜିପି ଭାବେ କାର୍ଯ୍ୟ କରୁଥିଲେ। ନୂଆ ଦାୟିତ୍ୱ ନେଇ ରାଜସ୍ଥାନ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଆସନ୍ତା ବର୍ଷ ଜୁନ ପର୍ଯ୍ୟନ୍ତ RPSC ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। PS ଉତ୍କଳ ରଂଜନ ସାହୁ ହେଉଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦାର।

The post ଓଡ଼ିଆ ପୁଅ RPSC ଅଧ୍ୟକ୍ଷ: ରାଜସ୍ଥାନ ସରକାର … appeared first on Dharitri Odia News.