ଓଡ଼ିଶା କଂଗ୍ରେସର ଷ୍ଟିଅରିଂ କମିଟି ଗଠିତ
ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସ ଗଠନ କଲା ଷ୍ଟିଅରିଂ କମିଟି। ୧୪ ଜଣିଆ ଷ୍ଟିଅରିଂ କମିଟି ଗଠନ କରିଛି କଂଗ୍ରେସ। ଦଳର... The post ଓଡ଼ିଶା କଂଗ୍ରେସର ଷ୍ଟିଅରିଂ କମିଟି ଗଠିତ appeared first on .
ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସ ଗଠନ କଲା ଷ୍ଟିଅରିଂ କମିଟି। ୧୪ ଜଣିଆ ଷ୍ଟିଅରିଂ କମିଟି ଗଠନ କରିଛି କଂଗ୍ରେସ। ଦଳର ବରିଷ୍ଠ ନେତା ଏଥିରେ ସ୍ଥାନ ପାଇଛନ୍ତି। ଶ୍ରୀକାନ୍ତ ଜେନା, ଅଜୟ କୁମାର, ରାମଚନ୍ଦ୍ର କାଡାମ, ମହମ୍ମଦ ମୋକିମ, ସପ୍ତଗିରି ଉଳ୍ଲାକା, ଭକ୍ତ ଦାସ ଏଥିରେ ସାମିଲ ହୋଇଛନ୍ତି। ନଜର ପକାନ୍ତୁ ତାଲିକା ଉପରେ କେଉଁମାନଙ୍କୁ ଏଥିରେ ମିଳିଛି ସ୍ଥାନ ।
The post ଓଡ଼ିଶା କଂଗ୍ରେସର ଷ୍ଟିଅରିଂ କମିଟି ଗଠିତ appeared first on .