ଓଡ଼ିଶା ଭାଜପାକୁ ମିଳିବ ନୂଆ ସଭାପତି, ତୋମାରଙ୍କ ବଡ଼ ଘୋଷଣା
ଭୁବନେଶ୍ୱର,୧୨।୧୨: ରାଜ୍ୟ ଭାଜପା ପାଇବ ନୂଆ ସଭାପତି। ସେଥିପାଇଁ ଜାନୁଆରୀରେ ହେବ ନିର୍ବାଚନ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ସେ କହିଛନ୍ତି, ଜାନୁଆରୀ ମାସରେ ରାଜ୍ୟ ଭାଜପାର ନୂଆ ସଭାପତି ନିର୍ବାଚନ ହେବ। ଆମର ଗଣତାନ୍ତ୍ରିକ ଦଳ, ଗଣତାନ୍ତ୍ରିକ ଉପାୟରେ ସଭାପତି ନିର୍ବାଚନ ହେବ। ସାଂଗଠନିକ ର୍ନିବାଚନ ଆରମ୍ଭ ହୋଇଛି, ମଣ୍ଡଳ ର୍ନିବାଚନ ଚାଲିଛି। ଜାନୁଆରୀରେ ସଭାପତି ନିର୍ବାଚନ ହେବ ବୋଲି ସେ କହିଛନ୍ତି। The post ଓଡ଼ିଶା ଭାଜପାକୁ ମିଳିବ ନୂଆ ସଭାପତି, ତୋମାରଙ୍କ ବଡ଼ ଘୋଷଣା appeared first on Dharitri Odia News.
ଭୁବନେଶ୍ୱର,୧୨।୧୨: ରାଜ୍ୟ ଭାଜପା ପାଇବ ନୂଆ ସଭାପତି। ସେଥିପାଇଁ ଜାନୁଆରୀରେ ହେବ ନିର୍ବାଚନ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ସେ କହିଛନ୍ତି, ଜାନୁଆରୀ ମାସରେ ରାଜ୍ୟ ଭାଜପାର ନୂଆ ସଭାପତି ନିର୍ବାଚନ ହେବ।
ଆମର ଗଣତାନ୍ତ୍ରିକ ଦଳ, ଗଣତାନ୍ତ୍ରିକ ଉପାୟରେ ସଭାପତି ନିର୍ବାଚନ ହେବ। ସାଂଗଠନିକ ର୍ନିବାଚନ ଆରମ୍ଭ ହୋଇଛି, ମଣ୍ଡଳ ର୍ନିବାଚନ ଚାଲିଛି। ଜାନୁଆରୀରେ ସଭାପତି ନିର୍ବାଚନ ହେବ ବୋଲି ସେ କହିଛନ୍ତି।
The post ଓଡ଼ିଶା ଭାଜପାକୁ ମିଳିବ ନୂଆ ସଭାପତି, ତୋମାରଙ୍କ ବଡ଼ ଘୋଷଣା appeared first on Dharitri Odia News.