ଓଡ଼ିଶା ଶିମିଳିପାଳ ଅଭିମୁଖେ ଆସୁଛି ଜିନ୍ନତ, ମଧ୍ୟ ରାତ୍ର ସୁଦ୍ଧା ପହଞ୍ଚିବ !

ଭୁବନେଶ୍ୱର : ଓଡ଼ିଶା ଆସୁଛି ଜିନ୍ନତ। ଆଲିପୁର ଚିଡିଆଖାନାର ପଶୁ ଚିକିତ୍ସାଳୟରୁ ଏକ ଭ୍ୟାନ ଯୋଗେ ଶିମିଳିପାଳ ଅଭିମୁଖେ ଆସୁଛି ଜିନ୍ନତ। ଗ୍ରୀନ କରିଡ଼ର ମଧ୍ୟରେ ଜିନ୍ନତ ଓଡ଼ିଶା ଆସୁଛି। କୋଲତାକାକୁ ଓଡ଼ିଶା ବନ ବିଭାଗର ୧୦ ଜଣିଆ ଟିମ ଯାଇଥିଲେ। ଆଲିପୁରରୁ ସ୍ଥାନାନ୍ତର ପାଇଁ ପଶ୍ଚିମବଙ୍ଗ ବନ୍ୟପ୍ରାଣୀ ବିଭାଗକୁ ଏକ ଚିଠି ଲେଖି NTCA ନିର୍ଦ୍ଦେଶ ଦେଇଥିଲା । SOP ମୁତାବକ ଓଡ଼ିଶାକୁ ପଠାଇବା ବଦଳରେ କାହିଁକି ଆଲିପୁର ଚିଡ଼ିଆଖାନା ନିଆଗଲା ବୋଲି ଏନଟିସିଏ ପ୍ରଶ୍ନ […] The post ଓଡ଼ିଶା ଶିମିଳିପାଳ ଅଭିମୁଖେ ଆସୁଛି ଜିନ୍ନତ, ମଧ୍ୟ ରାତ୍ର ସୁଦ୍ଧା ପହଞ୍ଚିବ ! appeared first on KNews Odisha.

ଓଡ଼ିଶା ଶିମିଳିପାଳ ଅଭିମୁଖେ ଆସୁଛି ଜିନ୍ନତ, ମଧ୍ୟ ରାତ୍ର ସୁଦ୍ଧା ପହଞ୍ଚିବ !
kolkata

ଭୁବନେଶ୍ୱର : ଓଡ଼ିଶା ଆସୁଛି ଜିନ୍ନତ। ଆଲିପୁର ଚିଡିଆଖାନାର ପଶୁ ଚିକିତ୍ସାଳୟରୁ ଏକ ଭ୍ୟାନ ଯୋଗେ ଶିମିଳିପାଳ ଅଭିମୁଖେ ଆସୁଛି ଜିନ୍ନତ। ଗ୍ରୀନ କରିଡ଼ର ମଧ୍ୟରେ ଜିନ୍ନତ ଓଡ଼ିଶା ଆସୁଛି। କୋଲତାକାକୁ ଓଡ଼ିଶା ବନ ବିଭାଗର ୧୦ ଜଣିଆ ଟିମ ଯାଇଥିଲେ। ଆଲିପୁରରୁ ସ୍ଥାନାନ୍ତର ପାଇଁ ପଶ୍ଚିମବଙ୍ଗ ବନ୍ୟପ୍ରାଣୀ ବିଭାଗକୁ ଏକ ଚିଠି ଲେଖି NTCA ନିର୍ଦ୍ଦେଶ ଦେଇଥିଲା ।

SOP ମୁତାବକ ଓଡ଼ିଶାକୁ ପଠାଇବା ବଦଳରେ କାହିଁକି ଆଲିପୁର ଚିଡ଼ିଆଖାନା ନିଆଗଲା ବୋଲି ଏନଟିସିଏ ପ୍ରଶ୍ନ କରିଥିଲା। ଓଡ଼ିଶା ତରଫରୁ ବାଘୁଣୀକୁ ଫେରାଇବା ନେଇ ଚିଠି ପରେ, ଏନଟିସିଏ ପଶ୍ଚିମବଙ୍ଗକୁ ଚିଠି ଲେଖିଥିଲା। ଏସଓପି ଅନୁଯାୟୀ କାହିଁକି ବାଘୁଣୀକୁ ଓଡ଼ିଶା ନପଠାଇ ଆଲିପୁର ପ୍ରାଣୀ ଉଦ୍ୟାନରେ ରଖାଗଲା ତାରା କାରଣ ଦର୍ଶାଇବାକୁ ମଧ୍ୟ ଚିଠିରେ କୁହାଯାଇଛି ।

The post ଓଡ଼ିଶା ଶିମିଳିପାଳ ଅଭିମୁଖେ ଆସୁଛି ଜିନ୍ନତ, ମଧ୍ୟ ରାତ୍ର ସୁଦ୍ଧା ପହଞ୍ଚିବ ! appeared first on KNews Odisha.