ଓଡ଼ିଶାରେ ଏଏସଜି ହସ୍ପିଟାଲର ଦ୍ବିତୀୟ ଶାଖା, ସ୍ଵଳ୍ପ ମୂଲ୍ୟରେ ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ଲକ୍ଷ୍ୟ

କଟକ: ମଧୁପାଟଣାରେ ଉଦ୍‌ଘାଟିତ ହୋଇଛି ଏଏସଜି ହସପିଟାଲ। ଉଦଘାଟନୀ ଉତ୍ସବରେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ସୋଫିଆ ଫିରଦୋସ, ସୌଭିକ୍ ବିଶ୍ଵାଳ ପ୍ରକାଶ ସେଠୀ, ଡାକ୍ତର ସୋନାଲି ଷଡଙ୍ଗୀ ସମେତ ହସ୍ପିଟାଲ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।ଦେଶରେ ୧୮୫ରୁ ଉର୍ଦ୍ଧ୍ବ ଶାଖା ଥିବାବେଳେ ଓଡ଼ିଶାରେ ଏହା ଏଏସଜିର ଦ୍ଵିତୀୟ ହସ୍ପିଟାଲ୍। ଆଗକୁ ଏହି ହସ୍ପିଟାଲରେ ଲୋକଙ୍କୁ ସ୍ଵଳ୍ପ ଅର୍ଥରେ ଚକ୍ଷୁ ସମସ୍ୟାର ଚିକିତ୍ସା କରାଇବା ଦିଗରେ କାର୍ଯ୍ୟ କରିବ। ରାଜସ୍ଥାନର ଏକ ଛୋଟ ହସ୍ପିଟାଲରୁ ଆରମ୍ଭ ହୋଇ ଏବେ ରୋଗୀଙ୍କ ଆସ୍ଥାଭାଜନ ହୋଇପାରିଥିବା କହିଛନ୍ତି ସହ ପ୍ରତିଷ୍ଠାତା । 

ଓଡ଼ିଶାରେ ଏଏସଜି ହସ୍ପିଟାଲର ଦ୍ବିତୀୟ ଶାଖା, ସ୍ଵଳ୍ପ ମୂଲ୍ୟରେ ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ଲକ୍ଷ୍ୟ

କଟକ: ମଧୁପାଟଣାରେ ଉଦ୍‌ଘାଟିତ ହୋଇଛି ଏଏସଜି ହସପିଟାଲ। ଉଦଘାଟନୀ ଉତ୍ସବରେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ସୋଫିଆ ଫିରଦୋସ, ସୌଭିକ୍ ବିଶ୍ଵାଳ ପ୍ରକାଶ ସେଠୀ, ଡାକ୍ତର ସୋନାଲି ଷଡଙ୍ଗୀ ସମେତ ହସ୍ପିଟାଲ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଦେଶରେ ୧୮୫ରୁ ଉର୍ଦ୍ଧ୍ବ ଶାଖା ଥିବାବେଳେ ଓଡ଼ିଶାରେ ଏହା ଏଏସଜିର ଦ୍ଵିତୀୟ ହସ୍ପିଟାଲ୍। ଆଗକୁ ଏହି ହସ୍ପିଟାଲରେ ଲୋକଙ୍କୁ ସ୍ଵଳ୍ପ ଅର୍ଥରେ ଚକ୍ଷୁ ସମସ୍ୟାର ଚିକିତ୍ସା କରାଇବା ଦିଗରେ କାର୍ଯ୍ୟ କରିବ। ରାଜସ୍ଥାନର ଏକ ଛୋଟ ହସ୍ପିଟାଲରୁ ଆରମ୍ଭ ହୋଇ ଏବେ ରୋଗୀଙ୍କ ଆସ୍ଥାଭାଜନ ହୋଇପାରିଥିବା କହିଛନ୍ତି ସହ ପ୍ରତିଷ୍ଠାତା ।